Home Bibles ଦିତୀୟ ଶାମୁୟେଲ 8:11 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 8:11 · ଓଡ଼ିଆ ବାଇବେଲ

ଦାଉଦ ସେସବୁ ଦ୍ରବ୍ଯକକ୍ସ୍ଟ ଗ୍ରହଣ କଲେ ଓ ସଦାପ୍ରଭୁଙ୍କୁ ସଗେୁଡିକୁ ଅର୍ପଣ କଲେ। ସେ ସଗେୁଡିକୁ ଅନ୍ୟ ସକ୍ସ୍ଟନା ରୂପାର ଦ୍ରବ୍ଯ ପାଖ ରେ ରହିଲେ, ଯାହା ସେ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ସଗେୁଡିକୁ ଯେଉଁ ଦେଶକକ୍ସ୍ଟ ପରାସ୍ତ କରୁଥିଲେ, ସହେି ଦେଶରକ୍ସ୍ଟ ଦ୍ରବ୍ଯମାନ ଆଣକ୍ସ୍ଟଥିଲେ।

Cross references

ପ୍ରଥମ ରାଜାବଳୀ 7:51

ଏହିରୂଲପ ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ କାର୍ୟ୍ଯ ରାଜା ଶଲଲାମନ ସଂପୂର୍ଣ କଲଲ।ସସ ମନ୍ଦିର ନିମନ୍ଲତ ଉତ୍ସର୍ଗିତ କରିଥିବା ସମସ୍ତ ସାମଗ୍ରୀ, ଯଥା: ରୂପା, ସୁନା ଓ ପାତ୍ରଗୁଡିକ ତାଙ୍କ ପ୍ରତି ଦାଉଦଙ୍କ ଦ୍ବାରା ସଦାପ୍ରଭୁଙ୍କ ମନ୍ଦିରରସକାଷାଗରସର ରଖିଲଲ।

ପ୍ରଥମ ବଂଶାବଳୀ 18:11

ରାଜା ଦାଉଦ ସହେିସବୁ ବସ୍ତୁକୁ ପବିତ୍ର କଲେ ଓ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ଇଦୋମ, ମାୟୋବ ଓ ଅେମ୍ମାନୀୟ, ପଲେଷ୍ଟୀୟ ଓ ଅମାଲକେୀଯମାନଙ୍କଠାରୁ ଆଣିଥିବା ରୂପା ଓ ସୁନା ରେ ଠିକ୍ ସହେି ପ୍ରକାର ସାମଗ୍ରୀ ତିଆରି କଲେ।

ପ୍ରଥମ ବଂଶାବଳୀ 22:14

ଶଲୋମନ, ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ କଠିନ ପରିଶ୍ରମ କରି ଯୋଜନାମାନ ତିଆରି କରିଛି। ମୁଁ ଏକ ଲକ୍ଷ ତାଳନ୍ତ ସ୍ବର୍ଣ୍ଣ ଦଇେଅଛି, ଏବଂ ମୁଁ ଦଶ ଲକ୍ଷ ତାଳନ୍ତ ରୂପା ଦଇେଅଛି। ମୁଁ ଏତେ ପରିମାଣ ରେ ପିତ୍ତଳ ଓ ଲୁହା ଦଇେଅଛି ଯେ, ତାହା ତୌଲ କରାୟାଇ ନ ପା ରେ। ମୁଁ କାଠ ଓ ପ୍ରସ୍ତର ମଧ୍ଯ ଦଇେଅଛି। ଶଲୋମନ, ତୁମ୍ଭେ ସେଥି ରେ ଆହୁରି ୟୋଗ କରିପାର।

ପ୍ରଥମ ବଂଶାବଳୀ 26:26

ଦାଉଦ ଯେଉଁ ସମସ୍ତ ବସ୍ତୁ ମନ୍ଦିର ନିମନ୍ତେ ସଂଗ୍ରହ କରିଥିଲେ, ଶ ଲୋମୀତ୍ ଓ ତାଙ୍କର ଆତ୍ମୀଯମାନେ ତାହାର ଦାଯିତ୍ବ ରେ ଥିଲେ।

ପ୍ରଥମ ବଂଶାବଳୀ 26:27

ୟୁଦ୍ଧରୁ ପ୍ରାପ୍ତ କେତକେ ବସ୍ତୁ ସମାନେେ ପ୍ରଦାନ କଲେ। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ୟ୍ଯ ରେ ବ୍ଯବହୃତ ହବୋ ନିମନ୍ତେ ସମାନେେ ସହେିସବୁ ବସ୍ତୁ ପ୍ରଦାନ କଲେ।

ପ୍ରଥମ ବଂଶାବଳୀ 29:2

ପରମେଶ୍ବରଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ମାରେ ସାଧ୍ଯମତେ ଯୋଜନା ପାଇଁ ଚେଷ୍ଟା କରିଅଛି। ମୁଁ ସୁବର୍ଣ୍ଣ ରେ ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ସୁବର୍ଣ୍ଣ ଦଇେଅଛି। ମୁଁ ରେ ୗପ୍ୟ ରେ ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ରେ ୗପ୍ୟ ଦଇେଅଛି। ମୁଁ ପିତ୍ତଳ ରେ ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ପିତ୍ତଳ ଦଇେଅଛି। ମୁଁ ଲୌହର ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ଲୌହ ଦଇେଅଛି। ମୁଁ କାଠର ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ କାଠ ଦଇେଅଛି। ମୁଁ ଚିତ୍ରବିଚିତ୍ର ଟାଇଲ୍ ଓ ପ୍ରସ୍ତର ଖାଦେନ କାର୍ୟ୍ଯ ପାଇଁ ଓ ଗୋବଦକମେଣି ଓ ସମସ୍ତ ପ୍ରକାର ବିଭିନ୍ନ ରଙ୍ଗର ବହୁମୂଲ୍ଯ ପ୍ରସ୍ତର ଓ ଶୁଭ୍ର ମାର୍ବଲପ୍ରସ୍ତର ଦଇେଅଛି। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ୟ୍ଯ ନିମନ୍ତେ ମୁଁ ଏହି ପ୍ରକାର ଅନକେ ଅନକେ ସାମଗ୍ରୀ ଦଇେଅଛି।

ମୀଖା 4:13

ସିୟୋନର କନ୍ଯା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ। କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା। ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗ କୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା। ତୁମ୍ଭେ ତାହାର ସାହାୟ୍ଯ ରେ ଅନକେ ଗୋଷ୍ଠୀକୁ ଚୁର୍ଣ୍ଣ କରିବ। ସମାନଙ୍କେର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ ଏବଂ ସମାନଙ୍କେର ଧନଭଣ୍ତାର ସମୁଦାଯ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।

Interlinear

Choose Theme