ପଲେଷ୍ଟୀୟମାନେ ଜାଣିବାକକ୍ସ୍ଟ ପାଇଲେ ଯେ, ସମଗ୍ର ଇଶ୍ରାୟେଲୀୟମାନଙ୍କ ରାଜା ଭାବରେ ଦାଉଦଙ୍କକ୍ସ୍ଟ ବଚ୍ଛା ୟାଇଛି। ତେଣୁ ଦାଉଦଙ୍କକ୍ସ୍ଟ ମାରିବା ପାଇଁ ସମସ୍ତ ପଲେଷ୍ଟୀୟ ଦାଉଦଙ୍କକ୍ସ୍ଟ ଖାଜେିଲେ। ତେଣୁ ଦାଉଦ ଏହା ଜାଣିପାରି ୟିରକ୍ସ୍ଟଶାଲମ ରେ ଥିବା ଗଡ ଭିତ ରେ ୟାଇ ଲକ୍ସ୍ଟଚିଲେ।
Cross references
ଏହାପରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ ଓ ସମାନଙ୍କେଠାରକ୍ସ୍ଟ ତାଙ୍କ ରାଜଧାନୀର କତ୍ତର୍କ୍ସ୍ଟତ୍ବ ନେଲେ।
ଏହାପରେ ପଲେଷ୍ଟୀୟମାନଙ୍କର ଇଶ୍ରାୟେଲ ସହିତ ପକ୍ସ୍ଟନର୍ବାର ୟକ୍ସ୍ଟଦ୍ଧ ହେଲା। ଦାଉଦ ଓ ତାଙ୍କ ସହିତ ତାଙ୍କର ଲୋକମାନେ ୟାଇ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କଲେ, କିନ୍ତୁ ଦାଉଦ ଦୁର୍ବଳ ଓ କ୍ଲାନ୍ତ ହେଲେ।
ଅନ୍ୟ ସମୟରେ ଦାଉଦ ଦକ୍ସ୍ଟର୍ଗ ରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ ସୈନ୍ଯଦଳ ବୈଥ୍ଲହମେ ରେ ଥିଲେ।
ଆଉଥରେ, ଦାଉଦ ଦୁର୍ଗ ମଧିଅରେ ଥିଲେ ଓ ପଲେଷ୍ଟୀୟ ସୈନ୍ଯମାନଙ୍କର ଏକ ଦଳ ବୈଥଲହମେ ରେ ଥିଲେ।
ପଲେଷ୍ଟୀୟ ଲୋକମାନେ ଶୁଣିବାକୁ ପାଇଲେ ଯେ, ଦାଉଦ ଇଶ୍ରାୟେଲର ରାଜା ହବୋ ନିମନ୍ତେ ମନୋନୀତ ହାଇେଅଛନ୍ତି। ତେଣୁ ସମସ୍ତ ପଲେଷ୍ଟୀୟ ଲୋକେ ଦାଉଦଙ୍କୁ ଦେଖିବାକୁ ଗଲେ। ଦାଉଦ ତାହା ଶୁଣିଲେ। ତେଣୁ ସେ ପଲେଷ୍ଟୀୟମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଗଲେ।
କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି, କାହିଁକି ସମାନେେ ମନ୍ଦ ଯୋଜନା କରନ୍ତି ?
ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ବର୍ଗ ରେ ଉଚ୍ଚ ସ୍ବରମାନ ଶୁଣାଗଲା। ସମାନେେ କହିଲେ,