ଦିତୀୟ ଶାମୁୟେଲ 3:5 · ଓଡ଼ିଆ ବାଇବେଲ
ଷଷ୍ଠ ପକ୍ସ୍ଟତ୍ର ହେଲ, ୟିନ୍ତ୍ରିଯମ୍। ସେ ଦାଉଦଙ୍କର ସ୍ତ୍ରୀ ଇଗ୍ଲାର ପକ୍ସ୍ଟତ୍ର। ଏହିପରି ଛଅଟି ପକ୍ସ୍ଟତ୍ର ଦାଉଦଙ୍କର ହିବ୍ରୋଣ ରେ ଜନ୍ମ ହେଲ।
Cross references
ପ୍ରଥମ ବଂଶାବଳୀ 3:3
ପଞ୍ଚମ ପୁତ୍ର ଥିଲେ ଶଫଟୀଯ। ତାଙ୍କର ମାତା ଥିଲେ : ଅବିଟଲ୍।
ଗୀତସଂହିତା 127:3
ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶଯରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।