Home Bibles ଦିତୀୟ ଶାମୁୟେଲ 3:19 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 3:19 · ଓଡ଼ିଆ ବାଇବେଲ

ଅବନର ଏହିସବୁ କଥାଗକ୍ସ୍ଟଡିକ ଦାଉଦଙ୍କକ୍ସ୍ଟ ହିବ୍ରୋଣଠା ରେ କହିଲେ। ଏବଂ ବିନ୍ଯାମୀନ ବଂଶଧରକକ୍ସ୍ଟ କହିଲେ। ଅବନରଙ୍କର ଏହିକଥା ଇଶ୍ରାୟେଲର ଲୋକମାନଙ୍କୁ ଓ ବିନ୍ଯାମୀନ ପରିବାରବର୍ଗ ଲୋକମାନଙ୍କୁ ଶୁଣିବାକୁ ଭଲ ଲାଗିଲା।

Cross references

ପ୍ରଥମ ଶାମୁୟେଲ 10:20

ଏପ୍ରକା ରେ ଶାମକ୍ସ୍ଟଯଲେ ଇଶ୍ରାୟେଲର ସମସ୍ତ ପରିବାରବର୍ଗଙ୍କକ୍ସ୍ଟ ଏକତ୍ରୀତ କରନ୍ତେ, ପ୍ରଥମତଃ ବିନ୍ଯାମୀନ ପରିବାରବର୍ଗ ନିର୍ଣ୍ଣିତ ହେଲା।

ପ୍ରଥମ ବଂଶାବଳୀ 12:29

ବିନ୍ଯାମୀନ ଗୋଷ୍ଠୀରୁ 3,000 ଲୋକ ଥିଲେ। ସମାନେେ ଶାଉଲଙ୍କ ଆତ୍ମୀଯ ଥିଲେ। ସହେି ପର୍ୟ୍ଯନ୍ତ ସମାନଙ୍କେ ମଧ୍ଯରୁ ଅଧିକାଂଶ ଶାଉଲଙ୍କ ପରିବାର ପ୍ରତି ବିଶ୍ବସ୍ତ ଥିଲେ।

ପ୍ରଥମ ବଂଶାବଳୀ 12:30

ଇଫ୍ରଯିମ ଗୋଷ୍ଠୀରୁ 20,800 ଲୋକ ଥିଲେ। ସମାନେେ ସାହସୀ ସୈନ୍ଯ ଥିଲେ। ସମାନେେ ନିଜର ପରିବାର ରେ ଅତି ପ୍ରସିଦ୍ଧ ଥିଲେ।

ଗୀତସଂହିତା 68:27

ସଠାେରେ ଏକ େଛାଟିଆ ଗୋଷ୍ଠୀ ଅଛନ୍ତି। ବିନ୍ଯାମୀନ ସମାନଙ୍କେର ନତେୃତ୍ବ କରୁଛନ୍ତି। ବହୁତ ଭିଡ଼ ଏବଂ ୟିହୂଦାର ଏକ ପ୍ରଦାନ ସଠାେରେ ଅଛନ୍ତି। ଜବଲୁନ୍ ଓ ନପ୍ତାଲିର ନେତାମାନେ ସଠାେରେ ଅଛନ୍ତି।

Interlinear

Choose Theme