Home Bibles ☰ Books ଦିତୀୟ ଶାମୁୟେଲ 3:17 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 3:17 · ଓଡ଼ିଆ ବାଇବେଲ

ଅବ୍ନର ଏହି ବାର୍ତ୍ତା ଇଶ୍ରାୟେଲର ନେତାଙ୍କ ପାଖକକ୍ସ୍ଟ ପଠାଇଲେ। ସେ କହିଲେ, ତୁମ୍ଭମାନେେ ଦାଉଦଙ୍କକ୍ସ୍ଟ ରାଜା କରିବା ପାଇଁ ଅପେକ୍ଷା କରି ଆସକ୍ସ୍ଟଅଛି।

Cross references

ପ୍ରଥମ ଶାମୁୟେଲ 24:20

ମୁ ଜାଣେ ତୁମ୍ଭେ ଇଶ୍ରାୟେଲର ରାଜା ହବେ। ତୁମ୍ଭେ ଇଶ୍ରାୟେଲକକ୍ସ୍ଟ ଶାସନ କରିବ।

ପ୍ରଥମ ବଂଶାବଳୀ 11:10

ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ଯ ରେ ଏହି ତିନି ବୀର ଅତ୍ଯନ୍ତ ପରାକ୍ରମୀ ହାଇେ ଉଠିଲେ। ସମାନେେ ଓ ଇଶ୍ରାୟେଲର ସମସ୍ତ ଳୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ବର ଯେ ପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକା ରେ ଏ ସମସ୍ତ ଘଟିଲା।

ଗୀତସଂହିତା 75:7

ପରମେଶ୍ବର ବିଚାରକର୍ତ୍ତା ଅଟନ୍ତି ଏବଂ ପରମେଶ୍ବର ନିଷ୍ପତ୍ତି ନବେେ କିଏ ୟେ ମହାନ୍ ହବେ। ପରମେଶ୍ବର ହିଁ ୟେ କୌଣସି ବ୍ଯକ୍ତିକୁ ମହତ୍ବପୂର୍ଣ୍ଣ ସ୍ଥାନରେ ସ୍ଥାପନ କରିପାରନ୍ତି।

Interlinear

Choose Theme