Home Bibles ଦିତୀୟ ଶାମୁୟେଲ 3:14 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 3:14 · ଓଡ଼ିଆ ବାଇବେଲ

ଦାଉଦ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତଙ୍କ ନିକଟକକ୍ସ୍ଟ ଏକ ଦୂତ ପଠାଇ କହିଲେ, ମାରେ ସ୍ତ୍ରୀ ମୀଖଲକକ୍ସ୍ଟ ମାେତେ ଫରୋଇ ଦିଅ। ଯେ ହତେକ୍ସ୍ଟ ମୁ ତାକକ୍ସ୍ଟ ପାଇବା ପାଇଁ 100 ଜଣ ପଲେଷ୍ଟୀୟଙ୍କକ୍ସ୍ଟ ହତ୍ଯା କରିଛି

Cross references

ପ୍ରଥମ ଶାମୁୟେଲ 18:25

ଶାଉଲ ସମାନଙ୍କେୁ କହିଲେ, ତୁମ୍ଭେ ଦାଉଦଙ୍କକ୍ସ୍ଟ ଏକଥା କକ୍ସ୍ଟହ, 'ରାଜା ଗ୍ଭହାଁନ୍ତି ନାହିଁ ତୁମ୍ଭେ ତାଙ୍କର ଝିଅପାଇଁ ଅର୍ଥ ଦିଅ, ସେ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ପ୍ରତିଶୋଧ ନବୋକକ୍ସ୍ଟ ଗ୍ଭହାନ୍ତି ଏବଂ ସେ ପଲେଷ୍ଟୀୟମାନଙ୍କର 100 ସକ୍ସ୍ଟନ୍ନତ ଚର୍ମ ଗ୍ଭହାଁନ୍ତି।' ପଲେଷ୍ଟୀୟମାନଙ୍କ ଦ୍ବାରା ଦାଉଦକକ୍ସ୍ଟ ନିପାତ କରିବା ପାଇଁ ଶାଉଲଙ୍କର ବିଗ୍ଭର ଥିଲା।

ପ୍ରଥମ ଶାମୁୟେଲ 18:27

ଦାଉଦ ଓ ତା'ର ଲୋକମାନେ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ବାହାରିଲେ। ସମାନେେ ଦକ୍ସ୍ଟଇଶହ ପଲିଷ୍ଟୀଯମାନଙ୍କୁ ବଧ କଲେ। ଦାଉଦ 200 ପଲିଷ୍ଟୀଯମାନଙ୍କର ସକ୍ସ୍ଟନ୍ନତ ଚର୍ମ ଆଣିଲେ ଏବଂ ଶାଉଲଙ୍କକ୍ସ୍ଟ ଦେଲେ। ଦାଉଦ ଏପରି କଲେ କାରଣ ସେ ଗ୍ଭହିଁଥିଲେ ରାଜାଙ୍କର ଜ୍ବାଇଁ ହବୋପାଇଁ। ଶାଉଲ ତାଙ୍କର କନ୍ଯା ମୀଖାଲକକ୍ସ୍ଟ ଦାଉଦ ସହ ବିବାହ ଦେଲେ।

ପ୍ରଥମ ଶାମୁୟେଲ 25:44

ଶାଉଲ ନିଜର କନ୍ଯା ମୀଖଲକକ୍ସ୍ଟ, ଦାଉଦଙ୍କର ସ୍ତ୍ରୀକକ୍ସ୍ଟ ଗଲିମ ନିବାସୀ ଲଯିସ ପକ୍ସ୍ଟତ୍ର ପଲ୍ଟିକି ନଇେଥିଲେ।

ଦିତୀୟ ଶାମୁୟେଲ 2:10

ଈଶ୍ବୋଶତ୍ ଥିଲେ ଶାଉଲଙ୍କର ପକ୍ସ୍ଟତ୍ର। ସେ ଯେତବେେଳେ ଇଶ୍ରାୟେଲର ରାଜା ହେଲେ ତାଙ୍କୁ ସେତବେେଳେ 40 ବର୍ଷ ବଯସ ହାଇେଥିଲା। ସେ ମାତ୍ର ଦକ୍ସ୍ଟଇ ବର୍ଷ ପାଇଁ ରାଜତ୍ବ କରିଥିଲେ। କିନ୍ତୁ ୟିହକ୍ସ୍ଟଦାର ଲୋକମାନେ ଦାଉଦଙ୍କକ୍ସ୍ଟ ରାଜା ଭାବରେ ମାନକ୍ସ୍ଟଥିଲେ।

Interlinear

Choose Theme