ସମାନେେ ସୋର ଗଡ ରେ ଓ ହିଦ୍ଦୀଯମାନଙ୍କ ଓ କିଣାନୀଯମାନଙ୍କ ସମସ୍ତ ନଗରୀ ରେ ପହଁଞ୍ଚିଲେ। ସମାନେେ ବରେଶବୋ ରେ ୟିହକ୍ସ୍ଟଦାର ଦକ୍ଷିଣାଞ୍ଚଳକକ୍ସ୍ଟ ବାହାରି ଗଲେ।
Cross references
ଏହାପରେ ଅବିମଲକେ ଏବଂ ଫୀଖୋଲ୍ ନାମକ ଅବା୍ରହାମଙ୍କର ସନୋପତି ଅବ୍ରହାମଙ୍କୁ କହିଲେ, ପରମେଶ୍ବର ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ସହାୟ ଅଟନ୍ତି।
ଏଣୁ ସହେି ସ୍ଥାନର ନାମ ବରେଶବୋ ହେଲା, ସେ ସହେି କୂପର ନାମ ଏପରି ଦେଲେ, କାରଣ ସହେି ସ୍ଥାନ ରେ ଉଭୟ ପ୍ରତିଜ୍ଞା କରିଥିଲେ।
ୟର୍ଦ୍ଦନ ପଶ୍ଚିମ ପାରିସ୍ଥ ସମକ୍ସ୍ଟଦାଯ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ଯ ସାଗରର ଉପକୂଳ ବର୍ତ୍ତୀ ଲବୋନନର ଦୂର ଅଞ୍ଚଳ ରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀଯ, ଇ ମାରେୀଯ, କିଣାନୀଯ, ପରିଷୀଯ, ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ରାଜଗଣ ବିଷଯ ରେ ଏହି କଥା ଶୁଣିଲେ।
ତେଣୁ ଇଶ୍ରାୟେଲୀୟ ଲୋକମାନେ ହିଦ୍ଦୀଯ ଲୋକମାନଙ୍କୁ କହିଲେ, କଜାେଣି ତୁମ୍ଭମାନେେ ଆମ୍ଭମାନଙ୍କ ମଧିଅରେ ବାସ କରୁଥିବ। ଆମ୍ଭେ ତୁମ୍ଭମାନଙ୍କ ସହିତ ନିଯମ କରିପାରିବକ୍ସ୍ଟ ନାହିଁ। ଯେପର୍ୟ୍ଯନ୍ତ ଆମ୍ଭେ ନ ଜାଣିଛକ୍ସ୍ଟ ତୁମ୍ଭେ କେଉଁଠାରକ୍ସ୍ଟ ଆସିଛ।
ୟାବୀନ୍ ପୂର୍ବ ଓ ପଶ୍ଚିମ ଦେଶୀଯ କିଣାନୀଯମାନଙ୍କ ଓ ଇମାରେୀୟମାନଙ୍କ ଓ ହିତ୍ତୀଯମାନଙ୍କ ଓ ପରିଷୀଯମାନଙ୍କ ଓ ପର୍ବତସ୍ଥ ୟିବୂଷୀଯମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପି ଦେଶୀଯ ହିଦ୍ଦୀଯମାନଙ୍କ ନିକଟକକ୍ସ୍ଟ ବାର୍ତ୍ତା ପଠାଇଲେ।
ଏହାର ସୀମା ଇବ୍ରୋଣ,ରହୋବ୍ ହମ୍ମୋନ୍, କାନ୍ନା ଓ ସଦୂର ସହାସୀଦୋନ୍ ପର୍ୟ୍ଯନ୍ତ ଲାଗିଥିଲା।
ଏହାପରେ ଏହାର ସୀମା ଦକ୍ଷିଣ ରେ ରାମା ଓ ସୋର ନାମକ ଏକ ପ୍ରାଚୀରବେଷ୍ଟିତ ନଗରକକ୍ସ୍ଟ ଲାଗିଥିଲା। ଏହିଠାରକ୍ସ୍ଟ ସେ ସୀମା ହୋଷାକକ୍ସ୍ଟ ଲାଗିଥିଲା। ଏହାର ସୀମା ଅକଷୀବ୍ ନିକଟସ୍ଥ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଥିଲା।
ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ବାଲ୍ହର୍ମୋନ ପର୍ବତଠାରକ୍ସ୍ଟ ହମାତ ରେ ପ୍ରବେଶିବା ପଥ ପର୍ପ୍ଯନ୍ତ ଲିବା ନୋନ ପର୍ବତ ନିବାସୀ ସମସ୍ତ କିଣାନୀଯ ସୀଦୋନୀଯ ଏବଂ ହିଦ୍ଦୀଯ ଲୋକମାନେ।
ରାଜା ଦାଉଦ ତାଙ୍କର ସନୋପତି ଯୋୟାବକକ୍ସ୍ଟ ଡାକି କହିଲେ, ତୁମ୍ଭମାନେେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଇଶ୍ରାୟେଲର ସମସ୍ତ ବଂଶ ଦଇେ ଭ୍ରମଣ କରି ଲୋକମାନଙ୍କୁ ଗଣନା କର। ତାହା ହେଲେ ମୁ ଲୋକମାନଙ୍କର ସଂଖ୍ଯା ଜାଣି ପାରିବି।