Home Bibles ଦିତୀୟ ଶାମୁୟେଲ 24:23 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 24:23 · ଓଡ଼ିଆ ବାଇବେଲ

ହେ ମହାରାଜ ଅରୌଣା ଏ ସମସ୍ତ ମହାରାଜାଙ୍କକ୍ସ୍ଟ ଦେଉଅଛି। ପକ୍ସ୍ଟଣି ଅରୌଣା ରାଜାଙ୍କକ୍ସ୍ଟ କହିଲା, ସଦାପ୍ରଭୁ ଆପଣଙ୍କ ପରମେଶ୍ବର ଆପଣଙ୍କକ୍ସ୍ଟ ଗ୍ରହଣ କରନ୍ତକ୍ସ୍ଟ।

Cross references

ଆୟୁବ ପୁସ୍ତକ 42:8

ତେଣୁ ବର୍ତ୍ତମାନ ଇଲୀଫସ୍ ସାତାଟେି ଷଣ୍ଢ ଓ ସାତାଟେି ମେଣ୍ଢା ନଇେ ମାେ ଭୃତ୍ଯ ଆୟୁବ ପାଖକୁ ୟାଅ। ତାହା ବଧକରି ନିଜ ପାଇଁ ହାମବେଳି ପରି ଉତ୍ସର୍ଗ କର। ଆମ୍ଭ ଦାସ ଆୟୁବ ତୁମ୍ଭ ପାଇଁ ପ୍ରାର୍ଥନା କରିବ ଏବଂ ଆମ୍ଭେ ପ୍ରାର୍ଥନାର ଉତ୍ତର ଦବୋ। ତା'ପରେ ଆମ୍ଭେ ତୁମ୍ଭକୁ ଦଣ୍ଡ ଦବୋ ନାହିଁ, ଯାହାର ତୁମ୍ଭେ ହକଦାର। ତୁମ୍ଭେ ଦଣ୍ଡ ପାଇବା ଉଚିତ୍, କାରଣ ତୁମ୍ଭେ ଅତି ନିର୍ ବୋଧ। ତୁମ୍ଭେ ଆମ୍ଭ ବିଷଯ ରେ ଉଚିତ କଥା କହି ନାହଁ। କିନ୍ତୁ ଆମ୍ଭର ଭୃତ୍ଯ ଆୟୁବ ଆମ୍ଭ ବିଷଯ ରେ ଉଚିତ୍ କଥା କହିଛି।

ଗୀତସଂହିତା 20:3

ତୁମ୍ଭର ଉପହାର ସବୁ ୟାହା ତାଙ୍କ ଉଦ୍ଦେଶ୍ଯରେ ଅର୍ପିତ, ପରମେଶ୍ବର ତାକୁ ଗ୍ରହଣ କରନ୍ତୁ। ତୁମ୍ଭର ହାମବେଳୀକୁ ସେ ଗ୍ରହଣ କରନ୍ତୁ।

ଗୀତସଂହିତା 20:4

ତୁମ୍ଭେ ୟାହା ଚାହୁଁଛ, ପରମେଶ୍ବର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ। ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।

ଗୀତସଂହିତା 45:16

ସମାନଙ୍କେର ପୂର୍ବପୁରୁଷଗଣଙ୍କ ପରି ତୁମ୍ଭର ପୁତ୍ରଗଣ ରାଜା ହବେେ। ସାରା ଦେଶରେ ତୁମ୍ଭେ ସମାନଙ୍କେୁ ଶାସନ କରିବ।

ଯିଶାଇୟ 32:8

ମାତ୍ର ଜଣେ ମହାତ୍ମା ଉତ୍ତମ କଥା କଳ୍ପନା କରେ ଓ ସହେି ଉତ୍ତମ ଆଚରଣ ରେ ସେ ସ୍ଥିର ରହେ।

ଯିଶାଇୟ 60:7

କଦରରେ ସମସ୍ତ ମଷେ ତୁମ୍ଭ ନିକଟରେ ଏକତ୍ରୀତ ହବେେ ଓ ନବାଯୋତର ମଷେପଲ ତୁମ୍ଭର ସବୋ କରିବେ। ସମାନେେ ଆମ୍ଭଦ୍ବାରା ଗ୍ରାହ୍ଯ ହାଇେ ଆମ୍ଭ ୟଜ୍ଞବଦେୀ ନିକଟକୁ ଆସିବେ ଓ ଆମ୍ଭେ ଆମ୍ଭର ଭୂଷଣସ୍ବରୂପ ମନ୍ଦିରକୁ ଭୂଷତ କରିବା।

ଯିହିଜିକଲ 20:40

ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମାରେ ପବିତ୍ର ଉଚ୍ଚ ପର୍ବତ ରେ ସମଗ୍ର ଇଶ୍ରାୟେଲର ଲୋକମାନେ ମାେତେ ଉପାସନା କରିବେ। ସହେି ସ୍ଥାନ ରେ ମୁଁ ସମାନଙ୍କେୁ ଗ୍ରହଣ କରିବି ଓ ସହେି ସ୍ଥାନ ରେ ମୁଁ ତୁମ୍ଭମାନଙ୍କର ୟାବତୀଯ ପବିତ୍ର ବସ୍ତ୍ର ସହିତ ତୁମ୍ଭମାନଙ୍କ ଉପହାର ଓ ପ୍ରଥମଜାତ ଫଳର ନବୈେଦ୍ଯ ଲୋଡ଼ିବି।

ହୋଶେୟ 8:13

ଇଶ୍ରାୟେଲୀୟମାନେ ବଳିଦାନକୁ ଭଲ ପାଆନ୍ତି। ସେ ମାଂସ ଅର୍ପଣ କରି ତାକୁ ଭକ୍ଷଣ କରନ୍ତି। ସଦାପ୍ରଭୁ ସମାନଙ୍କେର ବଳିଦାନକୁ ଗ୍ରହଣ କରନ୍ତି ନାହିଁ। ସେ ସମାନଙ୍କେର ପାପକୁ ମନେ ରଖନ୍ତି। ଏଥିପାଇଁ ସେ ସମାନଙ୍କେୁ ଦଣ୍ତ ଦବେେ ଏବଂ ସମାନେେ ବନ୍ଦୀ ଭାବରେ ମିଶରକୁ ପ୍ ରରେିତ ହବେେ।

ରୋମୀୟଙ୍କ ପ୍ରତି ପତ୍ର 15:30

ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ୟିଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଅନୁ ରଧେ କରେ ଯେ, ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ମାେ ପାଇଁ ପ୍ରାର୍ଥନା କରିବା ଦ୍ବାରା ମାେତେ ସାହାୟ୍ଯ କର। ତୁମ୍ଭମାନେେ ପ୍ରଭୁ ୟିଶୁ ଓ ଆତ୍ମାର ପ୍ ରମେ ଲାଭ କରୁଥିବା ଦୃଷ୍ଟିରୁ ଏପରି କର।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 2:1

ସର୍ବପ୍ରଥମେ ସବୁ ଲୋକଙ୍କ ପାଇଁ ପ୍ରାର୍ଥନା କରିବାକୁ ମୁଁ ତୁମ୍ଭକୁ କହୁଛି। ସମସ୍ତଙ୍କ ପାଇଁ ପରମେଶ୍ବରଙ୍କୁ କୁହ। ଲୋକମାନଙ୍କର ଆବଶ୍ଯକତା ପାଇଁ ତାହାଙ୍କୁ କୁହ ଓ ଧନ୍ଯବାଦ ଦିଅ।

ପିତରଙ୍କ ପ୍ରଥମ ପତ୍ 2:5

ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭମାନେେ ମଧ୍ଯ ଜୀବନ୍ତ ପଥର ଭଳି। ପରମେଶ୍ବର ଗୋଟିଏ ଆଧ୍ଯାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସହେି ମନ୍ଦିର ରେ ପରମେଶ୍ବରଙ୍କ ଦ୍ବାରା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଗୃହୀତ ହବୋ ଭଳି ଆଧ୍ଯାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହବୋ ପାଇଁ, ନିଜକୁ ନିଯୋଜିତ କର।

Interlinear

Choose Theme