Home Bibles ଦିତୀୟ ଶାମୁୟେଲ 22:32 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 22:32 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କ ବ୍ଯତୀତ ଅନ୍ୟ ପରମେଶ୍ବର ନାହାଁନ୍ତି? ଆମ୍ଭମାନଙ୍କ ପରମେଶ୍ବରଙ୍କ ବ୍ଯତୀତ ଅନ୍ୟ ଶୈଳ ନାହିଁ?

Cross references

ଦିତୀୟ ବିବରଣ 4:35

ଏହିସବୁ ତକ୍ସ୍ଟମ୍ଭପ୍ରତି ପ୍ରକାଶିତ ହେଲା, ଯେପରି ତୁମ୍ଭମାନେେ ଜାଣିପାରିବ, ଯେ ସଦାପ୍ରଭୁ ପରମେଶ୍ବର ଅଟନ୍ତି, ତାଙ୍କ ଭିନ୍ନ ଆଉ କହେି ନାହିଁ।

ଦିତୀୟ ବିବରଣ 32:31

ସମାନଙ୍କେର 'ଶୈଳ' ଆମ୍ଭମାନଙ୍କର ଦବେତାମାନଙ୍କ ତକ୍ସ୍ଟଲ୍ଯ ନକ୍ସ୍ଟହଁ। ଏବଂ ଆମ୍ଭର ଶତୃମାନେ ଆମ୍ଭର ବିଗ୍ଭରକ।

ଦିତୀୟ ବିବରଣ 32:39

'ଏବେ ଦେଖ ଆମ୍ଭେ କବଳେ ପରମେଶ୍ବର ଅଟକ୍ସ୍ଟ। ଆଉ କୌଣସି ଅନ୍ୟ ଦବେତା ନାହିଁ। ଆମ୍ଭେ ମରଣ ଦେଉ, ଆମ୍ଭେ ଜୀବଦାନ କରୁ। ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରକ୍ସ୍ଟ। କୌଣସି ବ୍ଯକ୍ତି ଆମ୍ଭ ଶକ୍ତିଠାରକ୍ସ୍ଟ ରକ୍ଷା କରିପାରିବ ନାହିଁ

ପ୍ରଥମ ଶାମୁୟେଲ 2:2

ପରମେଶ୍ବରଙ୍କ ତକ୍ସ୍ଟଲ୍ଯ ପବିତ୍ର ଆଉ କହେି ନାହିଁ, କାରଣ ତକ୍ସ୍ଟମ୍ଭ ବ୍ଯତୀତ ଆଉ କହେି ପରମେଶ୍ବର ନାହାନ୍ତି। ଆମ୍ଭର ପରମେଶ୍ବରଙ୍କ ତକ୍ସ୍ଟଲ୍ଯ କୌଣସି ଶୈଳ ନାହିଁ।

ଦିତୀୟ ଶାମୁୟେଲ 7:22

ହେ! ପରମେଶ୍ବର, ତୁମ୍ଭେ ମହାନ। ତକ୍ସ୍ଟମ୍ଭପରି ଅନ୍ୟ କହେି ନକ୍ସ୍ଟ ହେଁ। ତକ୍ସ୍ଟମ୍ଭ ବ୍ଯତୀତ ଅନ୍ୟ ପରମେଶ୍ବର କହେି ନକ୍ସ୍ଟହଁନ୍ତି। ଆମ୍ଭେ ତାହା ଜାଣକ୍ସ୍ଟ, ଯେ ହତେକ୍ସ୍ଟ ଆମ୍ଭମାନେେ ତୁମ୍ଭର କାର୍ୟ୍ଯକଳାପ ବିଷଯ ରେ ଶକ୍ସ୍ଟଣିଅଛକ୍ସ୍ଟ।

ଦିତୀୟ ଶାମୁୟେଲ 22:2

ସଦାପ୍ରଭୁ ମାରେ ଶୈଳ ଏବଂ ମାରେ ଦକ୍ସ୍ଟର୍ଗ, ମାରେ ନିରାପଦସ୍ଥାନ।

ଦିତୀୟ ଶାମୁୟେଲ 23:3

ଇଶ୍ରାୟେଲର ପରମେଶ୍ବର କହିଲେ, ଇଶ୍ରାୟେଲର ଶୈଳ ମାେତେ କହିଲେ, ଯେଉଁ ବ୍ଯକ୍ତି ନ୍ଯାଯ ଭାବରେ ଲୋକମାନଙ୍କୁ ଶାସନ କରେ, ୟିଏ ସଦାପ୍ରଭୁଙ୍କ ଭୟ ରେ ଓ ଭକ୍ତି ରେ ଶାସନ କରେ।

ଯିଶାଇୟ 44:6

ସଦାପ୍ରଭୁ ଇଶ୍ରାଲୟଲର ରାଜା।ସସହି ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାଲୟଲର ତ୍ରାଣକର୍ତ୍ତା କୁହନ୍ତି, ଆମ୍ଲଭ ଆଦି ଓ ଅନ୍ତ, ଆମ୍ଭ ବ୍ଯତୀତ ଅନ୍ୟ ପରଲମଶ୍ବର ନାହାଁନ୍ତି।

ଯିଶାଇୟ 44:8

ତୁମ୍ଲଭମାଲନ ଭୀତ ଓ ବିବ୍ରତ ହୁଅ ନାହିଁ। ଆମ୍ଲଭ ସର୍ବଦା କହିଛୁ ଭବିଷ୍ଯତସର କ'ଣ ଘଟିବ। ତୁମ୍ଲଭମାଲନ ଆମ୍ଭର ସାକ୍ଷୀ। ଆମ୍ଭ ଭିନ୍ନ ଆଉ ପରଲମଶ୍ବର ନାହାଁନ୍ତି। ଅନ୍ୟ ଶୈଳ ନାହିଁ। ଆମ୍ଲଭ ଜାଣୁ ଆମ୍ଲଭ ହିଁ ଏକମାତ୍ର।'

ଯିଶାଇୟ 45:5

ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅଦ୍ବିତୀୟ। ଆମ୍ଭ ବ୍ଯତୀତ ପରମେଶ୍ବର କହେି ନାହାଁନ୍ତି। ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ଯ ଆମ୍ଭେ ତୁମ୍ଭକୁ ସୁଦୃଢ଼ କରିବା।

ଯିଶାଇୟ 45:21

ତୁମ୍ଭମାନେେ ଆସ ଓ ତାହା ଉପସ୍ଥିତ କର ; ସମାନେେ ପରସ୍ପର ମନ୍ତ୍ରଣା କରନ୍ତୁ।

ଯିରିମିୟ 10:6

ହେ ସଦାପ୍ରଭୁ, ତୁମ୍ଭେ ଅତି ମହାନ, ତୁମ୍ଭ ତୁଲ୍ଯ ଆଉ କହେି ନାହାଁନ୍ତି। ତୁମ୍ଭର ନାମ ମହତ୍ ଓ ପରାକ୍ରମଶାଳୀ।

ଯିରିମିୟ 10:16

ମାତ୍ର ଯାକୁବଙ୍କର ପରମେଶ୍ବର ସମାନଙ୍କେ ପରି ନୁହଁନ୍ତି। କାରଣ ସେ ସମସ୍ତ ବସ୍ତୁର ନିର୍ମାଣକର୍ତ୍ତା ଓ ଇଶ୍ରାୟେଲର ଲୋକମାନେ ତାଙ୍କର ନିଜର ବୋଲି ଦାବୀ କରନ୍ତି। ପରମେଶ୍ବରଙ୍କ ନାମ ସୈନ୍ଯାଧିପତି ସଦାପ୍ରଭୁ।

Interlinear

Choose Theme