ଦିତୀୟ ଶାମୁୟେଲ 22:30 · ଓଡ଼ିଆ ବାଇବେଲ
ହେ ସଦାପ୍ରଭୁ, ତୁମ୍ଭର ସାହାୟ୍ଯ ରେ ମୁ ସୈନ୍ଯମାନଙ୍କ ସହିତ ଲଢିପା ରେ। ପରମେଶ୍ବରଙ୍କ ସାହାୟ୍ଯ ରେ ମୁ ଶତୃର ପ୍ରାଚୀରକକ୍ସ୍ଟ ଚଢିୟାଇପା ରେ।
Cross references
ଗୀତସଂହିତା 18:29
ହେ ସଦାପ୍ରଭୁ, ତୁମ୍ଭର ସାହାୟ୍ଯରେ ମୁଁ ସୈନ୍ଯମାନଙ୍କ ସହିତ ଲଢ଼ିପାରେ। ପରମେଶ୍ବରଙ୍କ ସାହାୟ୍ଯରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିୟାଇପାରେ।
ଗୀତସଂହିତା 118:10
ଶତ୍ରୁମାନେ ମାେତେ ଘରେି ୟାଇଥିଲେ, କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସମାନଙ୍କେୁ ପରାସ୍ତ କଲି।
ରୋମୀୟଙ୍କ ପ୍ରତି ପତ୍ର 8:37
କିନ୍ତୁ ଏସବୁ ରେ ଆମ୍ଭ ପ୍ରତି ପ୍ ରମେ ପ୍ରଦର୍ଶିତ କରିଥିବା ପରମେଶ୍ବରଙ୍କ ଦ୍ବାରା ଆମ୍ଭେ ପୂର୍ଣ ବିଜଯୀ।
ଫିଲିପ୍ପୀୟଙ୍କ ପ୍ରତି ପତ୍ର 4:13
ଖ୍ରୀଷ୍ଟଙ୍କଠାରୁ ମାେତେ ଶକ୍ତି, ପ୍ରଦତ୍ତ ହାଇେଥିବାରୁ, ତାଙ୍କ ମାଧ୍ଯମ ରେ ମୁଁ ସବୁକିଛି କରିବାକୁ ସକ୍ଷମ।