Home Bibles ☰ Books ଦିତୀୟ ଶାମୁୟେଲ 18:26 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 18:26 · ଓଡ଼ିଆ ବାଇବେଲ

ପ୍ରହରୀ ଆଉ ଜଣେ ଦୌଡି ଆସିବାର ଦେଖିଲା। ପ୍ରହରୀ ଜଣକ ଦ୍ବାରପାଳକକ୍ସ୍ଟ ଡାକି କହିଲା, ଦେଖ! ଆଉ ଜଣେ ଲୋକ ଦୌଡି ଆସକ୍ସ୍ଟଅଛି।

Cross references

ଦିତୀୟ ରାଜାବଳୀ 7:10

ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ବାରୀକୁ ଡାକି କହିଲେ। ସମାନଙ୍କେୁ ଜଣାଇ କହିଲେ, ଆମ୍ଭମାନେେ ଅରାମୀଯ ଛାଉଣୀକୁ ୟାଇଥିଲୁ ଏବଂ ସଠାେରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ଯକ୍ତି ବିଷଯ ରେ ଶୁଣିଲୁ ନାହିଁ। କୌଣସି ମଣିଷ ନଥିଲେ, କାହାରି ଶଦ୍ଦ ଶୁଣିଲୁ ନାହିଁ। ଅଶ୍ବ ଗର୍ଦ୍ଦଭ ସଠାେରେ ବନ୍ଧା ହାଇେ ରହିଛନ୍ତି ଓ ତମ୍ବୁଗୁଡିକ ସହେିପରି ଅଛି।

Interlinear

Choose Theme