Home Bibles ☰ Books ଦିତୀୟ ଶାମୁୟେଲ 15:36 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 15:36 · ଓଡ଼ିଆ ବାଇବେଲ

ସଠାେରେ ସମାନଙ୍କେ ସଙ୍ଗେ ସମାନଙ୍କେର ଦକ୍ସ୍ଟଇ ପକ୍ସ୍ଟତ୍ର, ସାଦୋକର ପକ୍ସ୍ଟତ୍ର ଅହୀମାସ ଓ ଅବିଯାଥର ପକ୍ସ୍ଟତ୍ର ଯୋନାଥନ ଅଛନ୍ତି, ତୁମ୍ଭମାନେେ ଯାହା ଯାହା ଶକ୍ସ୍ଟଣିବ, ସେସବୁ କଥା ସମାନଙ୍କେ ହାତ ରେ ମାେ ପାଖକକ୍ସ୍ଟ ଖବର ଦବେ।

Cross references

ଦିତୀୟ ଶାମୁୟେଲ 15:27

ରାଜା ଯାଜକ ସାଦୋକକକ୍ସ୍ଟ କହିଲେ, ତୁମ୍ଭେ ଜଣେ ସିଦ୍ଧ ପୁରୁଷ। ତୁମ୍ଭେ ଓ ତକ୍ସ୍ଟମ୍ଭ ସହିତ ତୁମ୍ଭର ପକ୍ସ୍ଟତ୍ର ଅହୀମାସ୍ ଓ ଅବିଯାଥରର ପକ୍ସ୍ଟତ୍ର ଯୋନାଥନ ନିରାପଦ ରେ ନଗରକକ୍ସ୍ଟ ଫରେିୟାଅ।

ଦିତୀୟ ଶାମୁୟେଲ 17:17

ଧର୍ମଯାଜକର ପକ୍ସ୍ଟତ୍ର ଯୋନାଥନ ଓ ଅହୀମାସ୍-ଐନ୍ ରୋଗଲେ ରେ ଅପେକ୍ଷା କରୁଥିଲେ, ଯେ ହତେକ୍ସ୍ଟ ସମାନେେ ନଗର ଭିତରକକ୍ସ୍ଟ ୟିବାକକ୍ସ୍ଟ ଚାହିଁଲେ ନାହିଁ। ତେଣୁ ଜଣେ ଦାସୀ ନଗରରକ୍ସ୍ଟ ବାହାରି ଆସିଲା ଏବଂ ଖବର ଦେଉଥିଲା। ତା'ପରେ ସମାନେେ ଗଲେ ଓ ରାଜା ଦାଉଦଙ୍କକ୍ସ୍ଟ କହିଲେ।

ଦିତୀୟ ଶାମୁୟେଲ 18:19

ଏହାପରେ ସାଦୋକର ପକ୍ସ୍ଟତ୍ର ଅହୀମାସ ଯୋୟାବଙ୍କକ୍ସ୍ଟ କହିଲା, ମୁ ଧାଇଁବି ଏବଂ ରାଜାଙ୍କକ୍ସ୍ଟ କହିବି ଯେ, ସଦାପ୍ରଭୁ ତାଙ୍କର ଶତୃମାନଙ୍କୁ ଧ୍ବଂସ କରିଛନ୍ତି।

ପ୍ରଥମ ରାଜାବଳୀ 1:42

ଯୋୟାବ ଏହିକଥା କହୁଥିବା ବେଳେ ଯାଜକ ଅବିଯାଥର ପୁତ୍ର ଯୋନାଥନ ସଠାେରେ ପହଞ୍ଚିଲା। ଅଦୋନିଯ, ଭିତରକୁ ଡାକିଲା, ତୁମ୍ଭେ ଯୋଗ୍ଯ ପୁରୁଷ, ତୁମ୍ଭେ ନିଶ୍ଚିତ ସୁସମାଗ୍ଭର ଆଣିଥିବ।

Interlinear

Choose Theme