ତେଣୁ ଅମ୍ ନୋନଙ୍କର ଦାସ ତାକକ୍ସ୍ଟ ଘରକ୍ସ୍ଟ ବାହାର କରି କଟାବ ବନ୍ଦ କରି ଦଲୋ।
Cross references
ଯୋଷଫେ ତାଙ୍କ ପିତା ଯାକୁବଙ୍କର ବାର୍ଦ୍ଧକ୍ଯ ସମୟରେ ଜନ୍ମ ହାଇେଥିଲେ। ତେଣୁ ଯାକୁବ ଯୋଷଫଙ୍କେୁ ଅନ୍ୟ ପୁତ୍ରମାନଙ୍କଠାରୁ ଅଧିକ ଭଲ ପାଉଥିଲେ। ଯାକୁବ ଯୋଷଫଙ୍କେୁ ଏକ ବିଶଷେ କୋଟ୍ ବା ଅଙ୍ଗରଖା ଦଇେଥିଲେ। ଯାହା ନାନା ରଙ୍ଗ ରେ ବର୍ଣ୍ଣିତ ଥିଲା।
ଯୋଷଫେ ତାଙ୍କ ଭାଇମାନଙ୍କ ପାଖକୁ ଆସିଲେ। ଏହାପରେ ତା'ର ଭାଇମାନେ ତାଙ୍କୁ ଆକ୍ରମଣ କରି ତା'ର ସହେି ଲମ୍ବା ସୁନ୍ଦର ରଙ୍ଗ ବରେଙ୍ଗର ପୋଷାକକୁ ଚିରି ପକାଇଲେ।
ଏହାପରେ ସମାନେେ ସହେି କୋଟ୍ଟିକୁ ତାଙ୍କର ପିତାଙ୍କ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ, ଆମ୍ଭେ ଏହି କୋଟ୍ଟି ପାଇଲୁ। ଏହା କ'ଣ ଯୋଷଫେର କୋଟ୍?
ମୁ ନିଶ୍ଚିତ, ସମାନେେ ୟକ୍ସ୍ଟଦ୍ଧ ରେ ବିଜଯୀ ହାଇେଛନ୍ତି। ସମାନେେ ଲକ୍ସ୍ଟସ୍ଖିତ ସାମଗ୍ରୀ ସବୁ ନଇେ ଯାଉଛନ୍ତି। ସମାନେେ ଲକ୍ସ୍ଟସ୍ଖିତ ସାମଗ୍ରୀକକ୍ସ୍ଟ ସମାନଙ୍କେ ମଧିଅରେ ଭାଗ କରୁଛନ୍ତି। ପ୍ରେତ୍ୟକକ ସୈନ୍ଯ ଗୋଟିଏ ବା ଦକ୍ସ୍ଟଇଟି ୟକ୍ସ୍ଟବତୀ ନେଉଛନ୍ତି। ହାଇପୋ ରେ ସୀଷରା ରଂଗ କରାୟାଇଥିବା ବସ୍ତ୍ର ଖଣ୍ଡେ, ରଂଗ କରାୟାଇଥିବା ହସ୍ତ କର୍ମ ଚିତ୍ରିତ ବସ୍ତ୍ର କିମ୍ବା ବିଜତାେ ସୀଷରାର ପରିଧାନ ପାଇଁ ଦକ୍ସ୍ଟଇଟି ଖଣ୍ତ ପାଇଅଛି।
ତା'ର ସମସ୍ତ ମହିମାରେ, ମୁକ୍ତା ସୁବର୍ଣ୍ଣରେ ଖଚିତ ହବୋପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦଖାୟୋନ୍ତି।