Home Bibles ☰ Books ଦିତୀୟ ଶାମୁୟେଲ 12:4 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 12:4 · ଓଡ଼ିଆ ବାଇବେଲ

ତା'ପରେ ଜଣେ ୟାତ୍ରୀ ଆସିଲେ ଓ ସହେି ଧନୀ ଲୋକଙ୍କକ୍ସ୍ଟ ଦେଖିଲେ। ତହିଁରେ ସହେି ଧନୀ ଲୋକଟି, ତା' ନିକଟକକ୍ସ୍ଟ ଆସିଥିବା ଅତିଥି ପାଇଁ ରାନ୍ଧିବାକକ୍ସ୍ଟ ନିଜ ପଲରକ୍ସ୍ଟ ଓ ନିଜ ଗୋଠରକ୍ସ୍ଟ ନଇେ ମେଣ୍ତା ଖାଇବାକକ୍ସ୍ଟ ଦବୋକକ୍ସ୍ଟ ଇଛା କଲା ନାହିଁ। ମାତ୍ର ସହେି ଦରିଦ୍ର ଲୋକଟିର ମେଣ୍ତା ଛକ୍ସ୍ଟଆଟିକକ୍ସ୍ଟ ନଇେ ଅତିଥିଙ୍କ ପାଇଁ ରାନ୍ଧିଲା।

Cross references

ଆଦି ପୁସ୍ତକ 18:2

ଅବ୍ରହାମ ଦେଖିଲେ ତିନିଜଣ ଲୋକ ତାଙ୍କ ସମ୍ମୁଖ ରେ ଛିଡା ହାଇେଥିଲେ। ଅବ୍ରହାମ ଏହା ଦେଖିବାପରେ ସମାନଙ୍କେ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ।

ଦିତୀୟ ଶାମୁୟେଲ 11:3

ତେଣୁ ଦାଉଦ ତାଙ୍କର କର୍ମଗ୍ଭରୀମାନଙ୍କୁ ପଠାଇ ସହେି ସ୍ତ୍ରୀ ବିଷଯ ରେ ବକ୍ସ୍ଟଝିଲେ। ସେ ଜାଣିବାକକ୍ସ୍ଟ ପାଇଲେ ଯେ, ସେ ହେଉଛନ୍ତି ଇଲିଯାମର ଝିଅ ହିତ୍ତୀଯ ଊରିଯର ସ୍ତ୍ରୀ, ବତ୍ଶବୋ।

ଯାକୁବଙ୍କ ପତ୍ 1:14

ପ୍ରେତ୍ୟକକ ବ୍ଯକ୍ତି ତା'ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରେଖ।

Interlinear

Choose Theme