Home Bibles ଦିତୀୟ ଶାମୁୟେଲ 12:22 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 12:22 · ଓଡ଼ିଆ ବାଇବେଲ

ଦାଉଦ କହିଲେ, ପିଲାଟି ବଞ୍ଚିଥିବା ସମୟରେ ମୁ ଖାଇବାକକ୍ସ୍ଟ ମନାକଲି କାରଣ ମୁ କ୍ରନ୍ଦନ କଲି, 'ଯଦି ପରମେଶଓରଙ୍କୁ ମାରଦେକ୍ସ୍ଟଃଖ ଜଣାଏ କାଳେ ସେ ମାେ ଉପରେ ଦୟା କରିବେ ଏବଂ ପିଲାଟିକକ୍ସ୍ଟ ବଞ୍ଚିବାକକ୍ସ୍ଟ ଦବେେ।'

Cross references

ଯିଶାଇୟ 38:1

ସହେି ସମୟରେ ହିଜକିଯ ସାଂଘାତିକ ରୋଗ ରେ ପୀଡ଼ିତ ହେଲେ। ତେଣୁ ଆମାେସଙ୍କ ପୁତ୍ର ଭବିଷ୍ଯତ୍ ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ,

ଯିଶାଇୟ 38:5

ତୁମ୍ଭେ ହିଜକିଯ ନିକଟକୁ ୟାଅ ଓ ଏହିକଥା କୁହ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ବର ସଦାପ୍ରଭୁ ଏହିକଥା କୁହନ୍ତି, 'ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଓ ତୁମ୍ଭର ଲୋତକ ଦେଖିଅଛୁ। ଆମ୍ଭେ ତୁମ୍ଭର ଆଯୁ ପନ୍ଦରବର୍ଷ ବଢ଼ାଇବା।'

ଯୋୟେଲ 1:14

ଲୋକମାନଙ୍କୁ କୁହ ଯେ ଉପବାସ ପାଇଁ ଗୋଟିଏ ସ୍ବତନ୍ତ୍ର ସମୟ ହବେ। ସମସ୍ତ ଲୋକଙ୍କୁ ଏକ ସ୍ବତନ୍ତ୍ର ସଭାକୁ ଆହ୍ବାନ କର। ପ୍ରାଚୀନ ଲୋକମାନଙ୍କୁ ଓ ନାଗରିକମାନଙ୍କୁ ଏକତ୍ରୀତ କର। ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରକୁ ଆଣି ସାରିଲା ପ ରେ ପରମେଶ୍ବରଙ୍କୁ ପ୍ରାର୍ଥନା କରିବାକୁ ସମାନଙ୍କେୁ କୁହ।

ଯୋୟେଲ 2:14

କିଏ ଜାଣେ ସଦାପ୍ରଭୁ ତାଙ୍କର ହୃଦଯ ପରିବର୍ତ୍ତନ କରିବେ, ଏବଂ ତୁମ୍ଭମାନଙ୍କ ପାଇଁ ଆଶୀର୍ବାଦ ରଖିଯିବେ। ତା'ପ ରେ ତୁମ୍ଭମାନେେ ତୁମ୍ଭ ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କୁ ଭକ୍ଷ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଦଇେ ପାରିବ।

ଆମୋଷ 5:15

ମନ୍ଦକୁ ଘୃଣା କର, ଭଲକୁ ଆଦର କର। ନ୍ଯାଯ ବିଗ୍ଭର କର। ସଦାପ୍ରଭୁ ପରମେଶ୍ବର ସର୍ବଶକ୍ତିମାନ ହୁଏତ ଯୋଷଫଙ୍କେ ଅବଶିଷ୍ଟାଂଶ ପରିବାର ପ୍ରତି କୃପାମଯ ହାଇପୋରନ୍ତି।

ଯୂନସ 1:6

ୟୂନସ ଜାହଜ ରେ ଶାଇେଥିବାର ଦେଖି ଜାହାଜର କାପ୍ତାନ କହିଲେ, ଉଠ ଜାଗ୍ରତ ହୁଅ। ଶୋଇଛ କାହିଁକି? ତୁମ୍ଭର ଈଶ୍ବରଙ୍କୁ ପ୍ରାର୍ଥନା କର। ତୁମ୍ଭର ପ୍ରଭୁ ହୁଏତ ତୁମ୍ଭର ପ୍ରାର୍ଥନା ଶୁଣିବେ ଓ ଆମ୍ଭମାନଙ୍କୁ ରକ୍ଷା କରିବେ।

ଯୂନସ 3:9

ତାହା ହେଲେ ପରମେଶ୍ବର ହୁଏତ ତାଙ୍କର ମନ ପରିବର୍ତ୍ତନ କରିବେ ଓ ଯୋଜନା କରିଥିବା କାର୍ୟ୍ଯ କରିବେ ନାହିଁ। ସେ ହୁଏତ ବଦଳି ଯିବେ ଓ କୋରଧ ହବେ ନାହିଁ। ତା'ପ ରେ ସେ ହୁଏତ ଦଣ୍ତ ଦବେେ ନାହିଁ।

ଯାକୁବଙ୍କ ପତ୍ 4:9

ଦୁଃଖି ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର ! ତୁମ୍ଭର ହାସ୍ଯକୁ କ୍ରନ୍ଦନ ରେ ବଦଳାଇ ଦିଅ। ତୁମ୍ଭର ପ୍ରଫୁଲତାକୁ ଦୁଃଖ ରେ ବଦଳାଅ।

Interlinear

Choose Theme