ଦିତୀୟ ଶାମୁୟେଲ 11:13 · ଓଡ଼ିଆ ବାଇବେଲ
ତା'ପରେ ଦାଉଦ ଊରିଯକକ୍ସ୍ଟ ଡାକି କହିଲେ ଏବଂ ଊରିଯ ଦାଉଦଙ୍କ ସଙ୍ଗେ ଖିଆପିଆ କଲେ। ଦାଉଦ ଊରିଯକକ୍ସ୍ଟ ମଦ୍ଯପାନ କରାଇଲେ, ତା'ପରେ ମଧ୍ଯ ଊରିଯ ଗୃହକକ୍ସ୍ଟ ନ ୟାଇ ରାଜାଙ୍କର ଦାସମାନଙ୍କ ସହିତ ରାଜାଗୃହର ଦ୍ବାର ଦେଶ ରେ ଶଯନ କଲେ।
Cross references
ଆଦି ପୁସ୍ତକ 19:32
ତେଣୁ ଆସ ଆମ୍ଭେ ଆମ୍ଭର ପିତାଙ୍କୁ ମଦ୍ଯପାନ କରାଇବା ତାହାପରେ ଆମ୍ଭେ ତାଙ୍କ ସହିତ ସହବାସ କରିବା, ଏହି ଉପାଯ ରେ ଆମ୍ଭେ ଆମ୍ଭର ବଂଶ ରକ୍ଷା କରିପାରିବା।
ଯାତ୍ରା ପୁସ୍ତକ 32:21
ମାଶାେ ହାରୋଣଙ୍କୁ କହିଲେ, ଏ ଲୋକମାନେ ତୁମ୍ଭ ପାଇଁ କ'ଣ କଲେ? କାହିଁକି ତୁମ୍ଭେ ତାକୁ ଏପରି ପାପ କରିବାକୁ ଆଗଇେ ନଲେ?
ହିତୋପଦେଶ 20:1
ଦ୍ରାକ୍ଷାରସ ଓ ମଦ୍ଯ ଲୋକମାନଙ୍କୁ ନିଯନ୍ତ୍ରଣ କରି ବାହାରକୁ ନଇୟୋଏ। ଯେ କହେି ସେଥି ରେ ଭ୍ରାନ୍ତ ହୁଏ, ସେ ଜ୍ଞାନୀ ହାଇପୋରିବ ନାହିଁ।
ହବକକୂକ 2:15
ତୁମ୍ଭକୁ ଧିକ୍, ଯେଉଁମାନେ ପଡୋଳୀମାନଙ୍କୁ ଦ୍ରାକ୍ଷାରସ ପିଆଉଛ, ତାଙ୍କୁ ମାତାଲ କରିବା ପାଇଁ ସହେି ଦ୍ରାକ୍ଷାରସ ରେ କିଛି ବିଷାକ୍ତ ଉପାଦନ ମିଶାଉଛ, ଯାହା ପାଇଁ ତୁମ୍ଭେ ତାଙ୍କର ଉଲଗ୍ନତା ଦେଖିପାରିବ।