Home Bibles ଦିତୀୟ ଶାମୁୟେଲ 10:19 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 10:19 · ଓଡ଼ିଆ ବାଇବେଲ

ହଦ୍ଦଷେରଙ୍କର ସବୋ କରୁଥିବା ରାଜାମାନେ ଦେଖିଲେ ଯେ ଇଶ୍ରାୟେଲୀୟମାନେ ସମାନଙ୍କେୁ ପରାସ୍ତ କଲଣେି ଓ ସେ ଇଶ୍ରାୟେଲୀୟମାନଙ୍କ ସହିତ ସନ୍ଧି କଲେ ଓ ସମାନଙ୍କେର ସବେକ ହେଲ। ଅରାମୀଯମାନେ ପକ୍ସ୍ଟନ୍ନରାଯ ଅେମ୍ମାନୀୟମାନଙ୍କୁ ସାହାୟ୍ଯ କରିବାକୁ ଭୟ କଲେ।

Cross references

ଆଦି ପୁସ୍ତକ 14:1

ଶିନିଯରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରିଯୋକ ରାଜା ଥିଲେ। କଦର୍ଲାଯୋମର ଇଲାମର ରାଜା ଥିଲେଓ ଗୋଯିମର ତିଦିଯଲର ରାଜା ଥିଲେ।

ଯିହୋଶୂୟ 11:10

ଏହାପରେ ଯିହାଶୂେୟ ଫରେି ଆସିଲେ ଓ ହାତ୍ସୋର ସହରକକ୍ସ୍ଟ କରଗତ କଲେ ଓ ତା'ର ରାଜାକକ୍ସ୍ଟ ଖଣ୍ତା ରେ ଆଘାତ କଲେ। ପୂର୍ବରକ୍ସ୍ଟ ହାତ୍ସୋର ସହେି ସବୁ ରାଜ୍ଯର ମୂଖ୍ଯ ସହର ଥିଲା।

ବିଚାରକର୍ତାମାନଙ୍କ ବିବରଣ 1:7

ଏହାପରେ ଅଦୋନୀବଷେକ୍ ସମାନଙ୍କେୁ କହିଲେ, ହସ୍ତପାଦର ଛିନ୍ନା ଅଙ୍ଗକ୍ସ୍ଟଳି ସତକ୍ସ୍ଟରି ଜଣ ରାଜା ଆମ୍ଭ ମଜେ ତଳେ ନିଜର ଆହାର ସାଉଣ୍ଟକ୍ସ୍ଟ ଥିଲେ। ମୁ ଯେପରି କରିଥିଲି ପରମେଶ୍ବର ମାେତେ ସହେିପରି ଦେଲେ। ଏହାପରେ ୟିହକ୍ସ୍ଟଦାର ଲୋକମାନେ ଅଦୋନୀବଷେକ୍ଙ୍କକ୍ସ୍ଟ ଯିରୁଶାଲମକୁ ଆଣିଲେ ଓ ସେ ସଠାେରେ ମୃତକ୍ସ୍ଟ୍ଯବରଣ କଲା।

ଦିତୀୟ ଶାମୁୟେଲ 8:6

ତା'ପରେ ଦାଉଦ ଦମ୍ମେଶକର ଅରାମ ସୀମା ରେ ସୈନ୍ଯଦଳମାନଙ୍କୁ ମୃତଯନ କଲେ। ଏବଂ ଅରାମୀଯମାନେ ଦାଉଦଙ୍କର ସବେକ ହାଇଗେଲେ। ସମାନେେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ଏହିଭଳି ଭାବରେ ଦାଉଦ ଯେଉଁ ଆଡକକ୍ସ୍ଟ ଗଲେ ସଦାପ୍ରଭୁ ତାଙ୍କୁ ବିଜଯୀ କଲେ।

ପ୍ରଥମ ରାଜାବଳୀ 20:1

ଅରାମର ରାଜା ବିନ୍ହଦଦ୍ ଆପଣାର ସମସ୍ତ ସୈନ୍ଯ ଏକତ୍ରୀତ କଲେ। ପୁଣି ତାଙ୍କର ସଙ୍ଗ ରେ ବତିଶ ଜଣ ରାଜା ଆଉ ଅଶ୍ବଗଣ ଓ ରଥମାନ ସଙ୍ଗ ରେ ଥିଲେ। ପୁଣି ସେ ୟାଇ ଶମରିଯା ଅବରୋଧ କରି ତହିଁ ବିରୁଦ୍ଧ ରେ ୟୁଦ୍ଧ କଲେ।

ପ୍ରଥମ ବଂଶାବଳୀ 19:19

ହଦ ରଷେରଙ୍କ ପଦାଧିକାରୀମାନେ ଯେତବେେଳେ ଦେଖିଲେ ଯେ, ଇଶ୍ରାୟେଲ ସମାନଙ୍କେୁ ପରାଜିତ କରିଅଛି, ସମାନେେ ଦାଉଦଙ୍କ ସହିତ ଶାନ୍ତି ସ୍ଥାପନ କଲେ। ସମାନେେ ଦାଉଦଙ୍କର ଦାସ ହେଲେ। ତେଣୁ ଅରାମୀଯମାନେ ଅେମ୍ମାନୀୟମାନଙ୍କୁ ଆଉ ସାହାୟ୍ଯ କରିବାକୁ ରାଜି ହେଲେ ନାହିଁ।

ଗୀତସଂହିତା 18:37

ତା'ପରେ ମୁଁ ମାରେ ଶତ୍ରୁ ପଛରେ ଗୋଡ଼ାଇ ପାରିବି ଓ ସମାନଙ୍କେୁ ଧରି ପାରିବି। ମୁଁ ସମାନଙ୍କେୁ ଧ୍ବଂସ ନ କଲା ପର୍ୟ୍ଯନ୍ତ ଫରେି ଆସିବି ନାହିଁ।

ଗୀତସଂହିତା 48:4

ଗୋଟିଏ ସମଯରେ ଅନକେ ରାଜା ଏକତ୍ରୀତ ହାଇେ ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ। ସମାନେେ ସହେି ନଗର ଆଡ଼କୁ ଗମନ କଲେ।

ଯିଶାଇୟ 26:11

ମାତ୍ର ହେ ସଦପ୍ରଭୁ ! ସମାନଙ୍କେୁ ଦଣ୍ଡ ଦବୋକୁ ତୁମ୍ଭର ହସ୍ତ ଉତ୍ଥିତ ହବେ, ତଥାପି ସମାନେେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷ ରେ ତୁମ୍ଭର ଅତିଶଯ ପ୍ ରମେକୁ ଦେଖି ସମାନେେ ଲଜ୍ଜିତ ହବେେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନି ରେ ଦଗ୍ଧିଭୂତ ହବେେ।

ଦାନିଏଲ 2:37

ହେ ମହାରାଜ, ଆପଣ ଜଣେ ମହାନ୍ ରାଜା। ସ୍ବର୍ଗସ୍ଥ ପରମେଶ୍ବର ଆପଣଙ୍କୁ ରାଜ୍ଯ, ପରାକ୍ରମ, କ୍ଷମତା ଓ ମହିମା ଦଇେଅଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:10

ସହେି ରାଜାମାନେ ଯେତବେେଳେ ତାହାର ୟନ୍ତ୍ରଣା ଦେଖିବେ, ସେତବେେଳେ ସମାନେେ ଭୟ କରିବେ ଏବଂ ତା'ଠାରୁ ବହୁତ ଦୂର ରେ ରହିବେ। ସମାନେେ କହିବେ :

Interlinear

Choose Theme