Home Bibles ଦିତୀୟ ଶାମୁୟେଲ 10:16 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 10:16 · ଓଡ଼ିଆ ବାଇବେଲ

ହଦଦଷେର ପୁରୁଷ ଲୋକ ପଠାଇ ଫରାତ୍ ନଦୀ ଆରପାରି ରେ ଅରାମୀଯମାନଙ୍କୁ ଅଣାଇଲେ। ତେଣୁ ସମାନେେ ହେଲମକକ୍ସ୍ଟ ଆସିଲେ। ହଦଦଷେର ସନୋପତି ଶୋବକ ସମାନଙ୍କେର ନେତା ଥିଲା।

Cross references

ଦିତୀୟ ଶାମୁୟେଲ 8:3

ସୋବାରର ରାଜା ରହୋବର ପକ୍ସ୍ଟତ୍ର, ହଦଦଷେର ଫରାତ ନଦୀ ନିକଟରେ ନିଜର ରାଜ୍ଯ ପକ୍ସ୍ଟନର୍ବାର ହସ୍ତଗତ କରିବାକୁ ୟିବା ସମୟରେ ଦାଉଦ ତାହାଙ୍କକ୍ସ୍ଟ ପରାସ୍ତ କଲେ।

ପ୍ରଥମ ବଂଶାବଳୀ 18:3

ଦାଉଦ ଆହୁରି ମଧ୍ଯ ହଦ ରଷେରଙ୍କ ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ୟ୍ଯନ୍ତ ପଥରେ ସହେି ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ଫରାତ୍ ନଦୀ ପର୍ୟ୍ଯନ୍ତ ତାହାଙ୍କ ରାଜ୍ଯ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ।

ପ୍ରଥମ ବଂଶାବଳୀ 18:5

ଅରାମୀଯ ଲୋକମାନେ ଦମ୍ମେଶକରୁ ହଦ ରଷେରଙ୍କୁ ସାହାୟ୍ଯ କରିବାକୁ ଆସିଲେ। ମାତ୍ର ସହେି ଅରାମୀଯର 22,000 ସୈନ୍ଯଙ୍କୁ ଦାଉଦ ମାରି ଦେଲେ।

ପ୍ରଥମ ବଂଶାବଳୀ 19:16

ଅରାମୀଯ ନେତାମାନେ ଦେଖିଲେ ଯେ, ଇଶ୍ରାୟେଲ ସମାନଙ୍କେୁ ପରାଜିତ କରିଅଛି। ତେଣୁ ସମାନେେ ଫରାତ୍ ନଦୀର ପୂର୍ବଆଡ଼େ ବାସ କରୁଥିବା ଅରାମୀଯ ଲୋକମାନଙ୍କଠାରୁ ସାହାୟ୍ଯ ମାଗିବା ନିମନ୍ତେ ବାର୍ତ୍ତାବାହକମାନଙ୍କୁ ପ୍ ରରଣେ କଲେ। ଶୋଫକ୍ ଅରାମରୁ ଆସିଥିବା ହଦ ରଷେରଙ୍କ ସୈନ୍ଯଦଳର ସନୋପତି ଥିଲେ। ଶୋଫକ୍ ଅନ୍ୟ ଅରାମୀଯ ସୈନ୍ଯଦଳକୁ ମଧ୍ଯ ପରିଚାଳିତ କରୁଥିଲେ।

Interlinear

Choose Theme