Home Bibles ଦିତୀୟ ଶାମୁୟେଲ 1:6 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 1:6 · ଓଡ଼ିଆ ବାଇବେଲ

ୟକ୍ସ୍ଟବକ ଜଣକ କହିଲା, ମୁ ଯେତବେେଳେ ଗିଲ୍ବୋଯ ପର୍ବତ ଉପରେ ଥିଲି, ମୁ ଦେଖିଲି, ଶାଉଲ ନିଜର ବର୍ଚ୍ଛା ଉପରେ ଆଉଜିଛନ୍ତି ଏବଂ ପଲେଷ୍ଟୀୟ ରଥସବୁ ଓ ଅଶ୍ବାରୋହୀମାନେ ତାଙ୍କର ପାଖକକ୍ସ୍ଟ ଆସକ୍ସ୍ଟଛନ୍ତି।

Cross references

ରୂତର ବିବରଣ 2:3

ତେଣୁ ଋତ କ୍ଷତକେକ୍ସ୍ଟ ଗଲା। ସେ ଶ୍ରମିକମାନଙ୍କୁ ଅନକ୍ସ୍ଟସରଣ କରି ସମସ୍ତ ଶସ୍ଯ ସାଉଁଟିବାକକ୍ସ୍ଟ ଲାଗିଲା। ଯେଉଁ ସବୁକକ୍ସ୍ଟ ଶ୍ରମିକମାନେ ଛାଡି ୟାଇଥିଲେ, ସହେି ଶସ୍ୟଗୁଡ଼ିକ ସେ ସଂଗ୍ରହ କରୁଥିଲେ। ଏହି ଘଟଣା ବୋୟଜର କ୍ଷତେ ରେ ଘଟିଥିଲା ୟିଏକି ଏଲିମଲକରେ ପରିବାରର ଥିଲା।

ପ୍ରଥମ ଶାମୁୟେଲ 6:9

ଏହାକକ୍ସ୍ଟ ଲକ୍ଷ୍ଯ ରଖ। ଯଦି ଏହା ଆମ୍ଭର ସୀମା ଦଇେ ବୈଥ୍ଶମେଶକକ୍ସ୍ଟ ୟାଏ, ଆମ୍ଭମାନେେ ହୃଦ୍ ବୋଧ କରିବକ୍ସ୍ଟ ଯେ, ପରମେଶ୍ବର ଆମ୍ଭମାନଙ୍କ ଉପରକକ୍ସ୍ଟ ଏହି ବିପତ୍ତି ଆଣିଛନ୍ତି। ଯଦି ଏହା ସିଧା ବୈଥ୍ଶମେଶକକ୍ସ୍ଟ ୟାଏ, ଆମ୍ଭମାନେେ ଜାଣିବକ୍ସ୍ଟ ଯେ, ଇଶ୍ରାୟେଲର ପରମେଶ୍ବରଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରିନାହିଁ। ଏହା ଦବୈାତ୍ ଘଟିୟାଇଛି।

ପ୍ରଥମ ଶାମୁୟେଲ 28:4

ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହେଉଥିଲେ। ସମାନେେ ଶୂନମେ ରେ ତାଙ୍କର ସନୋ ଛାଉଣୀ ପ୍ରସ୍ତକ୍ସ୍ଟତ କରୁଥିଲେ। ଶାଉଲ ସମସ୍ତ ଇଶ୍ରାୟେଲୀୟବାସୀଙ୍କକ୍ସ୍ଟ ଏକତ୍ରୀତ କରି ଗିଲ୍ବୋଯ ରେ ସନୋ ଛାଉଣୀ ସ୍ଥାପନ କଲେ।

ପ୍ରଥମ ଶାମୁୟେଲ 31:1

ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ଇଶ୍ରାୟେଲୀୟମାନେ ଭୟ ରେ ସଠାେରକ୍ସ୍ଟ ଦୌଡି ପଳାଯନ କଲେ। ଗିଲବୋଯ ପର୍ବତ ଉପରେ ବହକ୍ସ୍ଟତ ଇଶ୍ରାୟେଲୀୟମାନଙ୍କୁ ମାରି ଦିଆଗଲା।

ପ୍ରଥମ ଶାମୁୟେଲ 31:3

ୟକ୍ସ୍ଟଦ୍ଧ ଭୟଙ୍କର ରୂପ ଧାରଣ କଲା, ଶାଉଲଙ୍କ ବିରକ୍ସ୍ଟଦ୍ଧ ରେ ଧନକ୍ସ୍ଟର୍ଦ୍ଧାରିମାନେ ଅତି ଦୈନ୍ଯ ଭାବେ ତୀରମାରି ଶାଉଲକକ୍ସ୍ଟ ଆଘାତ କଲେ।

ଦିତୀୟ ଶାମୁୟେଲ 1:21

ହେ ଗଲ୍ବୋଯ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡକ୍ସ୍ଟ। ଅଥବା ଉପହାରଜନକ କ୍ଷେତ୍ର ନ ହେଉ। କାରଣ ସଠାେରେ ବୀରମାନଙ୍କର ଢାଲ ଅଦରକାରୀ ପରି ଫିଙ୍ଗି ଦିଆଗଲା। ଶାଉଲଙ୍କର ଢାଲ ତୈଲ ରେ ଅଭିଷିକ୍ତ ହେଲା ନାହିଁ।

ପ୍ରଥମ ବଂଶାବଳୀ 10:4

ଏହାପରେ ଶାଉଲ ନିଜର ଅସ୍ତ୍ରବାହକକୁ କହିଲେ, ତୁମ୍ଭର ଖଡ୍ଗ ବାହାର କର ଓ ମାେତେ ସେଥି ରେ ବଧ କର। ତବେେ ସହେି ଅସୁନ୍ନତ ବିଦେଶୀମାନେ ଆସି ମାରେ ଉପହାସ କରିପାରିବେ ନାହିଁ।

ଲୂକଲିଖିତ ସୁସମାଚାର 10:31

ଏପରି ଘଟିଲା ଯେ ଜଣେ ଯିହୂଦୀ ଯାଜକ ସହେି ରାସ୍ତା ଦଇେ ଯାଉଥିଲେ। ସହେି ଲୋକଟିକୁ ଦେଖି ସେ ବାଟ ଭାଙ୍ଗି ଚାଲିଗଲେ।

Interlinear

Choose Theme