Home Bibles ପିତରଙ୍କ ଦିତୀୟ ପତ୍ର 2:22 · ଓଡ଼ିଆ ବାଇବେଲ
ପିତରଙ୍କ ଦିତୀୟ ପତ୍ର 2:22 · ଓଡ଼ିଆ ବାଇବେଲ

ସହେି ଲୋକମାନଙ୍କ ପ୍ରତି ଯାହା ଘଟିଲା, ତାହା ନିମ୍ନ ସତ୍ଯ ପ୍ରବାଦ ଭଳି : କୁକୁର ବାନ୍ତି କଲା ପରେ ପୁନର୍ବାର ତା' ବାନ୍ତି ଖାଇବାକୁକ ଆ ସେ341 ଓ ଘୁଷୁରୀଟିକୁ ଧୋଇ ପରିଷ୍କାର କଲା ପରେ ସେ ପୁନର୍ବାର ଯାଇ ପଙ୍କ ରେ ଗଡ଼େ।

Cross references

ଲେବୀୟ ପୁସ୍ତକ 14:43

ଯଦି କାନ୍ଥ ରେ ପ୍ରସ୍ତର ବଦଳ କଲାପରେ ଓ ଗୃହ ଚାଞ୍ଛିଲା ପରେ ଓ ନୂତନ ଲପନେ କଲାପରେ ଯବେେ ସହେି ଦାଗ ପୁନର୍ବାର କାନ୍ଥ ରେ ଫୁଟି ବାହା ରେ,

ହିତୋପଦେଶ 26:11

ଆପଣା ବାନ୍ତି ପ୍ରତି ଫରେିବା କୁକୁରର ଯେପରି, ବାରମ୍ବାର ଆପଣା ଅଜ୍ଞାନତା ରେ କର୍ମ କରିବା ମୂର୍ଖ ସପରେି।

Interlinear

Choose Theme