ଦିତୀୟ ରାଜାବଳୀ 7:11 · ଓଡ଼ିଆ ବାଇବେଲ
ତା'ପରେ ଦ୍ବାରୀମାନେ ଚିତ୍କାର କରି ଏସମ୍ବାଦ ରାଜଗୃହର ଲୋକମାନଙ୍କୁ ଦେଲେ।
Cross references
ଦିତୀୟ ରାଜାବଳୀ 7:10
ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ବାରୀକୁ ଡାକି କହିଲେ। ସମାନଙ୍କେୁ ଜଣାଇ କହିଲେ, ଆମ୍ଭମାନେେ ଅରାମୀଯ ଛାଉଣୀକୁ ୟାଇଥିଲୁ ଏବଂ ସଠାେରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ଯକ୍ତି ବିଷଯ ରେ ଶୁଣିଲୁ ନାହିଁ। କୌଣସି ମଣିଷ ନଥିଲେ, କାହାରି ଶଦ୍ଦ ଶୁଣିଲୁ ନାହିଁ। ଅଶ୍ବ ଗର୍ଦ୍ଦଭ ସଠାେରେ ବନ୍ଧା ହାଇେ ରହିଛନ୍ତି ଓ ତମ୍ବୁଗୁଡିକ ସହେିପରି ଅଛି।