ତେଣୁ ଆମ୍ଭମାନେେ ମାରେ ପୁଅକୁ ସିଦ୍ଧ କରି ଖାଇଲୁ। ପରଦିନ ମୁଁ ସେ ସ୍ତ୍ରୀ ଲୋକକୁ କହିଲି, 'ତୁମ୍ଭ ପୁତ୍ରକୁ ଦିଅ, ଆମ୍ଭମାନେେ ତାକୁ ମାରି ଖାଇବା।' କିନ୍ତୁ ସେ ତା' ପୁଅକୁ ଲୁଚାଇ ଅଛି।
Cross references
ତୁମ୍ଭମାନେେ ଏତେ କ୍ଷୁଧିତ ହବେ ଯେ ଆପଣା ପୁତ୍ର ଓ କନ୍ଯାମାନଙ୍କର ମାଂସ ଭୋଜନ କରିବ।
ତୁମ୍ଭମାନେ ବହକ୍ସ୍ଟତ ଦକ୍ସ୍ଟଃଖ କଷ୍ଟ ଭୋଗ କରିବେ। ତକ୍ସ୍ଟମ୍ଭ ଚତକ୍ସ୍ଟଃପାଶର୍ବ ରେ ଥିବା ଶତୃମାନେ ତୁମ୍ଭମାନଙ୍କୁ ଖାଦ୍ୟ ଦବେେ ନାହିଁ। ତୁମ୍ଭମାନେେ ଭୋକରେ ରହିବ। ତୁମ୍ଭମାନେେ ଏତେ ଭୋକରେ ରହିବ ଯେ ତୁମ୍ଭମାନେେ ଆପଣା ପକ୍ସ୍ଟତ୍ରକନ୍ଯାମାନଙ୍କୁ ଖାଇ ୟିବ। ସଦାପ୍ରଭୁଙ୍କ ଦତ୍ତ ତୁମ୍ଭମାନଙ୍କର ଶିଶକ୍ସ୍ଟ ସନ୍ତାନମାନଙ୍କୁ ତୁମ୍ଭମାନେେ ଭକ୍ଷଣ କରିବ।
ଏପରି ହବେ ସହେି ସ୍ତ୍ରୀ ଲୋକ ଯେଉଁ ପିଲାକକ୍ସ୍ଟ ଜନ୍ମ ଦବେ ତାକକ୍ସ୍ଟ ଓ ତାହା ସହିତ ବାହାରିଥିବା ସମସ୍ତ ଦ୍ରବ୍ଯକକ୍ସ୍ଟ ସେ ଖାଇ ପକାଇବ। ଯେତବେେଳେ ଶତୃମାନେ ତୁମ୍ଭମାନଙ୍କୁ କବଳିତ କରି ରଖିବେ, ସହେି ସମୟରେ ଏପରି କର୍ମମାନ ଘଟିବ।
ଦ୍ବିତୀୟ ସ୍ତ୍ରୀ ଲୋକଟି କହିଲା, ତାହା ଅତି ଉତ୍ତମ କଥା, ପିଲାଟିକୁ ଦୁଇଖଣ୍ତ କରିଦିଅ। ପିଲାଟି ଆମ୍ଭ ଦୁଇଜଣଙ୍କର କାହାରି ହବେ ନାହିଁ।
ଜଣେ ସ୍ତ୍ରୀ ଲୋକ ତା'ର ଗର୍ଭଜାତ ସନ୍ତାନକୁ ସ୍ନହେ ନ କରି କ'ଣ ଭୁଲି ପାରିବ ? ସେ କ'ଣ ତାର ସ୍ତନ୍ଯପାଯୀ ସନ୍ତାନକୁ ଦୟା ନ ଦଖାଇେ ପାସୋରି ପାରିବ ? ଏମାନେ ତାହା କରିପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।
ମାଆ ଯେପରି ତା'ର ସନ୍ତାନକୁ ସାନ୍ତ୍ବନା ଦିଏ, ଆମ୍ଭେ ସହେିପରି ତୁମ୍ଭମାନଙ୍କୁ ସାନ୍ତ୍ବନା ଦବୋ ଓ ତୁମ୍ଭମାନେେ ୟିରୁଶାଲମ ରେ ସାନ୍ତ୍ବନା ଲାଭ କରିବ।
ସ୍ନହମେଯୀ ମାଆମାନେ ଆପଣା ପ୍ରିଯ ସନ୍ତାନମାନଙ୍କୁ ରାନ୍ଧିଲେ କାରଣ ସମାନେେ ତାଙ୍କର ଏକମାତ୍ର ଖାଦ୍ୟ ଥିଲେ। ଯେତବେେଳେ ଲୋକମାନଙ୍କ ବିନାଶର ସମୟ ଆସିଥିଲା।