ଦିତୀୟ ରାଜାବଳୀ 5:6 · ଓଡ଼ିଆ ବାଇବେଲ
ନାମାନ୍ ଇଶ୍ରାୟେଲ ରାଜାଙ୍କ ନିକଟକୁ ଅରାମ୍ ରାଜାଙ୍କଠାରୁ ଖଣ୍ଡେ ପତ୍ର ଦେଲେ। ଚିଠି ରେ ଲଖାେଥିଲା, ମୁଁ ମାରେ ଦାସ ନାମାନ୍କୁ ତୁମ୍ଭ ପାଖକୁ ପଠାଇଲି। ଦୟାକରି ତାକୁ ଚର୍ମ ରୋଗରୁ ତାକୁ ଆରୋଗ୍ୟ କର।
Cross references
ଦିତୀୟ ରାଜାବଳୀ 10:2
ଏହି ଚିଠି ପାଇବା ମାତ୍ ରେ, ତୁମ୍ଭମାନେେ ତୁମ୍ଭ ପିତାଙ୍କର ପୁତ୍ରମାନଙ୍କ ମଧ୍ଯରୁ ଅତି ଉତ୍ତମ ଓ ଯୋଗ୍ଯତମ ସନ୍ତାନଟିକୁ ବାଛ। ତୁମ୍ଭମାନଙ୍କର ରଥମାନ ଅଛି, ଅଶ୍ବମାନ ଅଛନ୍ତି ଓ ତୁମ୍ଭମାନେେ ଏକ ସୁଦୃଢ ନଗର ରେ ବାସ କରୁଛ, ଆଉ ମଧ୍ଯ ତୁମ୍ଭମାନଙ୍କର ଅସ୍ତ୍ର ଶସ୍ତ୍ର ଅଛି।