ଦିତୀୟ ରାଜାବଳୀ 4:44 · ଓଡ଼ିଆ ବାଇବେଲ
ତା'ପରେ ଇଲୀଶାୟଙ୍କ ସବେକ ସହେି ଲୋକମାନଙ୍କ ସମ୍ମୁଖ ରେ ଖାଦ୍ୟ ରଖିଲେ। ସମାନେେ ସମସ୍ତେ ଖାଦ୍ୟ ଖାଇଲାପରେ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଉଚିଷ୍ଟ ରଖିଲେ।
Cross references
ଲୂକଲିଖିତ ସୁସମାଚାର 9:17
ସବୁ ଲୋକ ଖାଇଲେ ଓ ତୃପ୍ତ ହାଇଗେଲେ। ତଥାପି ବହୁତ ଖାଦ୍ୟ ବଳିଗଲା। ବଳକା ଖାଦ୍ୟ ଟୁକୁରାତକ ଶିଷ୍ଯମାନେ ବାରଟି ଟୋକଇେ ରେ ଭର୍ତ୍ତିକଲେ।