ତହୁଁ ଜଣେ ଲୋକ ଶାକ ସଂଗ୍ରହ କରିବାକୁ କ୍ଷତକେୁ ଗଲା। ମାତ୍ର ସେ ଏକ ବନ୍ଯଲତା ପାଇ ତାହାର ଫଳ ରେ ଅଣ୍ଟି ପୂର୍ଣ୍ଣ କଲା। ସହେି ଫଳକୁ ଆଣି କାଟି ପାତ୍ର ରେ ଭରିଲା। କିନ୍ତୁ ସମାନେେ କି ଫଳ ବୋଲି ଜାଣି ପାରିଲେ ନାହିଁ।
Cross references
ଜ୍ଞାନହୀନ ଜୀଜ୍ଞାଷୁ ହବୋର ଭଲ ନୁହେଁ। ଯେଉଁମାନେ ହଠାତ୍ ପ୍ରବେଶ କରନ୍ତି ଭୁଲ କରିବସନ୍ତି।
ସମାରଏହି ଦ୍ରାକ୍ଷାକ୍ଷଲତ ପାଇଁ ମୁଁ ଅଧିକ କ'ଣ କରି ପାରିଥାନ୍ତି? ଯାହା କରିବା କଥା ମୁଁ ସବୁ କରିଥିଲି। ମୁଁ ଉତ୍ତମ ଦ୍ରାକ୍ଷାଫଳ ଫଳିବସବାଲି ଆଶା କରିଥିଲି, ମାତ୍ରସସଥିସର ବନ୍ଯ ଦ୍ରାକ୍ଷାଫଳ ଫଳିଲା। ଏହା କାହିଁକି ଘଟିଲା?
ହେ ଯିହୁଦା, ମୁଁ ତୁମ୍ଭକୁ ସ୍ବତନ୍ତ୍ର ବୀଜରୁ ଉତ୍ପନ୍ନ ଏକ ଦ୍ରାକ୍ଷାଲତା କରି ରୋପଣ କରିଥିଲି। ତବେେ ତୁମ୍ଭେ କାହିଁକି ବନ୍ଯ ଦ୍ରାକ୍ଷାଲତା ହେଲ ?
ଯୀଶୁ କହିଲେ, ଯେଉଁ ଚାରା ମାରେ ସ୍ବର୍ଗୀୟ ପିତା ନିଜେ ଲଗଇେ ନାହାଁନ୍ତି, ସଗେୁଡିକୁ ସମୂଳେ ଉପାଡି ଦିଆୟିବ।
ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ଯରୁ କହେି ପରମେଶ୍ବରଙ୍କ ଅନୁଗ୍ରହ ପାଇବା ରେ ବଞ୍ଚିତ ହବେ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସଭେଳି ଲୋକ ସମୁଦାୟ ଦଳକୁ ନଷ୍ଟ କରି ଦବେେ।