ଏଥି ରେ ତା'ର ସ୍ବାମୀ କହିଲା, ତୁମ୍ଭେ କାହିଁକି ଆଜି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କ ନିକଟକୁ ୟିବ? ଆଜିତ ଅମାବାସ୍ଯା ନୁହେଁ କି ବିଶ୍ରାମବାର ନୁହେଁ।
Cross references
ଆଉ ମଧ୍ଯ ତୁମ୍ଭମାନଙ୍କ ଆନନ୍ଦ ଦିନ ରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭ ରେ ତୁମ୍ଭମାନେେ ଆପଣାମାନଙ୍କ ହାମବେଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତାହା ପରମେଶ୍ବରଙ୍କ ସମ୍ମୁଖ ରେ ସ୍ମରଣାର୍ଥେ କରାୟିବ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।
ଆଉ ବିଶ୍ରାମ ଦିନ ରେ, ଏକ ବର୍ଷୀଯ ଦୁଇଟି ନିଖୁଣ ମଷେବତ୍ସ ଓ ତୈଳ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ଶସ୍ଯ ନବୈେଦ୍ଯ ଓ ତହିଁର ପଯେ ନବୈେଦ୍ଯ ଉତ୍ସର୍ଗ କରିବ।
ଆଉ ପ୍ରତିମାସର ପ୍ରଥମ ଦିନ ରେ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହୋମ ନିମନ୍ତେ ଦୁଇଟି ଷଣ୍ତ,ଏକ ଅଣ୍ତିରା ମଷେ ଓ ଏକବର୍ଷୀଯ ସାତଟି ମଷେଶାବକ ବିଶଷେ ହାମବେଳି ରୂପେ ଉତ୍ସର୍ଗ କରିବ। ଏମାନେ ସମସ୍ତେ ନିଖୁଣ ହାଇେ ଥିବେ।
ତା'ପରେ ଦାଉଦ କହିଲେ, ଦେଖ ଆସନ୍ତା କାଲି ଅମାବାସ୍ଯାର ଭୋଜି। ମାେତେ କାଲି ରାଜାଙ୍କ ସହିତ ଭୋଜନ କରିବାକୁ ପଡିବ କିନ୍ତୁ ମାେତେ ସଂନ୍ଧ୍ଯା ପର୍ୟ୍ଯନ୍ତ କ୍ଷତେ ରେ ଲକ୍ସ୍ଟଚିବାକକ୍ସ୍ଟ ଅନକ୍ସ୍ଟମତି ଦିଅ।
ବିଶଷେ ବିଶ୍ରାମବାର, ଅମାବାସ୍ଯାର ଉତ୍ସବ ଓ ସମସ୍ତ ବିଶଷେ ରୋଟୀମାନଙ୍କ ରେ ଲବେୀୟମାନେ ସବୁପ୍ରକାର ହାମବେଳି ପ୍ରସ୍ତୁତ କରୁଥିଲେ। ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରତିଦିନ ସବୋକର୍ୟ୍ଯ କରୁଥିଲେ। ପ୍ରତିଥର କେତଜେଣ ଲବେୀୟ ସବୋକର୍ୟ୍ଯ କରିବେ, ଏଥି ନିମନ୍ତେ ବିଶଷେ ନିଯମମାନ ଥିଲା।
ତୁମ୍ଭମାନେେ ମାେତେ ଆଉ ଏହି ଅର୍ଥହୀନ ବଳିଦାନ ଉତ୍ସର୍ଗ ଆଣ ନାହିଁ। ତୁମ୍ଭର ଧୂପକୁ ମୁଁ ଘୃଣା କରେ। ତୁମ୍ଭର ଅମାବାସ୍ଯା, ସ୍ବତନ୍ତ୍ର ପର୍ବ ଓ ବିଶ୍ରାମଦିନ ଉତ୍ସବକୁ ମୁଁ ସହି ପାରୁ ନାହିଁ। ତୁମ୍ଭମାନେେ ପବିତ୍ର ମହାସଭା ରେ ଯେଉଁ ଅଧର୍ମ କରିଛ ମୁଁ ତାହା ସହିପାରୁ ନାହିଁ।