ଦିତୀୟ ରାଜାବଳୀ 3:21 · ଓଡ଼ିଆ ବାଇବେଲ
ମାଯାେବୀଯମାନେ ଶୁଣିଲେ ଯେ ରାଜାମାନେ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଛନ୍ତି। ତେଣୁ ସମାନେେ ସମସ୍ତେ ଏପରିକି ଅତ୍ଯଧିକ ବୃଦ୍ଧମାନେ ମଧ୍ଯ ସାଞ୍ଜୁ ପରିଧାନ କରି ଏକତ୍ରିତ ହେଲେ ଓ ୟୁଦ୍ଧ ପାଇଁ ସୀମାନ୍ତ ରେ ଅପେକ୍ଷା କରି ରହିଲେ।
Cross references
ପ୍ରଥମ ରାଜାବଳୀ 20:11
ରାଜା ଆହାବ୍ ଉତ୍ତର ଦେଲେ, ବିନ୍ହଦଦ୍ଙ୍କୁ କୁହ ସାଞ୍ଜୁ ପରିଧାନ କରିଥିବା ଲୋକ ସାଞ୍ଜୁ କାଢିବା ପାଇଁ ଜୀବିତ ଥିବା ଲୋକପରି ଦର୍ପ ନ କରୁ।
ଏଫିସୀୟଙ୍କ ପ୍ରତି ପତ୍ର 6:14
ଅତଏବ, ଅଣ୍ଟା ରେ ସତ୍ଯର କଟିବନ୍ଧ ବାନ୍ଧି, ବକ୍ଷ ରେ ଧାର୍ମିକ ଜୀବନର ସୁରକ୍ଷାୟୁକ୍ତ ବୁକୁପଟା ପିନ୍ଧ।