ତେଣୁ ଅବଶିଷ୍ଟ ସମୟ ତାଙ୍କ ଜୀବନର ପ୍ରତିଦିନ। ତାଙ୍କର ସମସ୍ତ ଭୋଜନ ଇବିଲ-ମରୋଦକ ରାଜାଙ୍କ ଦ୍ବାରା ଯିହାୟୋଦାରଖୀନ୍ଙ୍କୁ ଦିଆଗଲା।
Cross references
ଅନନ୍ତର ଇଶ୍ରାୟେଲ ଯୋଷଫଙ୍କେୁ ଆଶୀର୍ବାଦ କରି କହିଲେ,
ଗିଲିଯଦୀଯରୁ ବର୍ସିଲ୍ଲଯର ପୁତ୍ରମାନଙ୍କ ପ୍ରତି ଦୟା କର। ତୁମ୍ଭର ଖାଇବା ମଜେ ନିକଟରେ ସମାନଙ୍କେ ପାଇଁ ଜାଗା କର। କାରଣ ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାଯନ କଲା ବେଳେ ସମାନେେ ମାେତେ ସାହାୟ୍ଯ କରିଥିଲେ।
ରାଜା ଆଜ୍ଞା ଦେଲେ ଯେ, ପ୍ରେତ୍ୟକକ ଦିନ ଗାଯକମାନଙ୍କୁ ପୁରସ୍କାର ଦିଆୟିବା ଉଚିତ୍।
ତେଣୁ ସରୁଦ୍ଦାବିଲ ଓ ନିହିମିଯାଙ୍କ ସମୟରେ ସମଗ୍ର ଇଶ୍ରାୟେଲ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାଯକମାନଙ୍କର ଓ ଦ୍ବାରପାଳମାନଙ୍କର ଅଂଶ ଦେଲେ। ଆଉ ଲୋକମାନେ ଲବେୀୟମାନଙ୍କ ନିମନ୍ତେ ସମାନଙ୍କେର ଉପହାରଗୁଡିକ ସମର୍ପଣ କଲେ ଓ ଲବେୀୟମାନେ ହାରୋଣ ବଂଶଧରଗଣ ନିମନ୍ତେ ଉପହାରଗୁଡିକ ସମର୍ପଣ କଲେ।
ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ ତୁମ୍ଭମାନଙ୍କର ଯେଉଁ ଦେଶ ରେ ଜନ୍ମ ହାଇେ ନ ଥିଲା ସହେିପରି ଦେଶ ରେ ନିକ୍ଷପେ କରିବା। ସହେିଠା ରେ ତୁମ୍ଭମାନେେ ମରିବ।
ଏବଂ ରାଜା ସହେିସବୁ ୟୁବକମାନଙ୍କୁ ରାଜକୀଯ ଖାଦ୍ୟ ଓ ପାନୀଯ ଦେଲେ। ସେ ତିନି ବର୍ଷ ୟାଏଁ ସମାନଙ୍କେୁ ଖାଦ୍ୟ ଦବୋ ସହିତ ଯତ୍ନ ନେଲେ ଓ ରାଜାଙ୍କୁ ସବୋ କରିବା ପାଇଁ ସମାନଙ୍କେୁ ତାଲିମ ପ୍ରାପ୍ତ ହବୋକୁ ଚାହିଁଲେ।
ଆମ୍ଭର ପ୍ରତିଦିନର ଖାଦ୍ୟ ତୁମ୍ଭେ ଦିଅ।
ଆମ୍ଭମାନେେ ଆବଶ୍ଯକ କରୁଥିବା ଖାଦ୍ୟ ଆମ୍ଭକୁ ଦିଅ।
ଏହି ସମୟ ମଧିଅରେ ଶିଷ୍ଯମାନଙ୍କ ସଂଖ୍ଯା ବଢ଼ିଗଲା। ସେତବେେଳେ ଗ୍ରୀକ୍ ଭାଷା କହୁଥିବା ଯିହୂଦୀମାନେ ଏବ୍ରୀଭାଷା କହୁଥିବା ଯିହୂଦୀମାନଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ। ସମାନଙ୍କେ ବିଧବାମାନଙ୍କୁ ଉଚିତ ପରିମାଣ ରେ ଖାଦ୍ୟ ବଣ୍ଟା ନ ଯାଉଥିବା କାରଣରୁ ଏପରି ବଚସା ହେଲା।