Home Bibles ଦିତୀୟ ରାଜାବଳୀ 25:24 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 25:24 · ଓଡ଼ିଆ ବାଇବେଲ

ତହୁଁ ଗଦଲିଯ ଅଧିକାରୀମାନଙ୍କ ନିକଟରେ ଓ ସମାନଙ୍କେ ଲୋକମାନଙ୍କ ନିକଟରେ ଶପଥ କରନ୍ତି, ବାବିଲର ଅଧିକାରୀମାନଙ୍କୁ ଭୟ କର ନାହିଁ, ଏହିଠା ରେ ରହି ବାବିଲ ରାଜାର ସବୋ କର। ତା'ପରେ ଏହା ତୁମ୍ଭମାନଙ୍କ ସହିତ ମଙ୍ଗଳ ହବେ।

Cross references

ଦିତୀୟ ଶାମୁୟେଲ 14:11

ସ୍ତ୍ରୀ ଲୋକଟି କହିଲେ, ଆପଣ ସଦାପ୍ରଭୁ ପରମେଶ୍ବରଙ୍କ ନାମ ରେ ଶପଥ ନଇେ କହନ୍ତକ୍ସ୍ଟ, ଆପଣ ସମାନଙ୍କେୁ ଅଟକାଇବେ, ଯେଉଁମାନେ ତା'ର ଭାଇର ହତ୍ଯା ୟୋଗକ୍ସ୍ଟଁ ମାରେ ପକ୍ସ୍ଟତ୍ରକକ୍ସ୍ଟ ହତ୍ଯା କରିବାକୁ ଗ୍ଭହାଁନ୍ତି। ଶପଥ କରନ୍ତକ୍ସ୍ଟ ଯେ, ଆପମ ସମାନଙ୍କେୁ ମାରେ ପକ୍ସ୍ଟତ୍ରକକ୍ସ୍ଟ ଧ୍ବଂସ କରିବା ପାଇଁ ଦବେେ ନାହିଁ।

ଦିତୀୟ ଶାମୁୟେଲ 19:23

ତା'ପଲର ରାଜା ଶିମିଯିକକ୍ସ୍ଟ କହିଲଲ, ତୁମ୍ଲଭ ମରିବ ନାହିଁ। ରାଜା ଏହା ଶିମିଯି ନିକଟଲର ଶପଥ କଲଲ।

ଯିରିମିୟ 40:9

ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯ ସହେି ସୈନ୍ଯମାନଙ୍କ ଓ ସମାନଙ୍କେର ଲୋକମାନଙ୍କ ନିକଟରେ ଶପଥ କରି କହିଲା, ତୁମ୍ଭମାନେେ କଲଦୀଯମାନଙ୍କର ଦାସ ହବୋପାଇଁ ଭୟ କର ନାହିଁ। ବାବିଲ ରାଜାର ସବୋକାରି ଏହି ଦେଶ ରେ ବାସ କର। ଏଥି ରେ ତୁମ୍ଭମାନଙ୍କର ମଙ୍ଗଳ ହବେ।

ଯିରିମିୟ 43:6

ସମାନେେ ସମସ୍ତ ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ଯେଉଁ ରାଜକନ୍ଯାମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ, ଶାଫନର ପୌତ୍ର ଅହୀତାମର ପୁତ୍ର ଗଦଲିଯ ନିକଟରେ ଛାଡ଼ି ୟାଇଥିଲା, ସମାନଙ୍କେୁ ଆଉ ଯିରିମିୟ ଭବିଷ୍ଯଦବକ୍ତାଙ୍କୁ ଓ ନରେିଯର ପୁତ୍ର ବାରୂକକୁ ମିଶରକୁ ନେଲେ।

ଯିହିଜିକଲ 33:24

ହେ ମନୁଷ୍ଯ ପୁତ୍ର, ଯେଉଁମାନେ ଇଶ୍ରାୟେଲ ଦେଶର ସହେି ଧ୍ବଂସପ୍ରାପ୍ତ ସ୍ଥାନ ରେ ବାସ କରନ୍ତି, ସମାନେେ କହୁଅଛନ୍ତି, 'ଅବ୍ରହାମ ଏକମାତ୍ର ଜଣେ ବ୍ଯକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭମାନେେ ଅନକେ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।'

Interlinear

Choose Theme