ତେଣୁ ସଦାପ୍ରଭୁ ଯିହାୟୋଦାରକୀମ୍ଙ୍କ ବିରୁଦ୍ଧ ରେ କଲ୍ଦୀଯ ସୈନ୍ଯଦଳ, ଅରାମୀଯ ସୈନ୍ଯଦଳ, ମାୟୋବୀଯ ସୈନ୍ଯଦଳ ଓ ଅମ୍ମାନେ-ସନ୍ତାନ ମାନଙ୍କ ସୈନ୍ଯଦଳ ପ୍ ରରଣେ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ଯଦ୍ବକ୍ତାମାନଙ୍କ ଦ୍ବାରା ଯାହା କହିଥିଲେ, ସହେି ବାକ୍ଯାନୁସା ରେ ଯିହୁଦାକୁ ବିନାଶ କରିବା ପାଇଁ ତା' ବିରୁଦ୍ଧ ରେ ସମାନଙ୍କେୁ ପ୍ ରରଣେ କଲେ।
Cross references
ସଦାପ୍ରଭୁ ତକ୍ସ୍ଟମ୍ଭପାଇଁ ଦୂରରକ୍ସ୍ଟ ଅନ୍ୟ ଏକ ଜାତି ଆଣିବେ, ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସମାନେେ ୟକ୍ସ୍ଟଦ୍ଧ କରିବେ। ତୁମ୍ଭେ ସମାନଙ୍କେର ଭାଷା ବକ୍ସ୍ଟଝିପାରିବ ନାହିଁ। ସମାନେେ ଖକ୍ସ୍ଟବ୍ଶିଘ୍ର ଆସିବେ। ଯେପରି ଆକାଶରକ୍ସ୍ଟ ବାଜପକ୍ଷୀ ଓହ୍ଲାଇଲା ପରି ।
ଇଶ୍ରାୟେଲର ରାଜା ସମାନଙ୍କେ ପାଇଁ ପ୍ରଚୁର ଖାଦ୍ୟ ପ୍ରସ୍ତୁତ କଲେ। ଅରାମୀଯମାନେ ପାନ ଓ ଭୋଜନ କଲାପରେ ସେ ସମାନଙ୍କେୁ ନିଜ ନିଜ ଘରକୁ ଫରେି ୟିବାକୁ ବିଦାଯ ଦେଲେ। ଅରାମର ସୈନ୍ଯମାନେ ନିଜ ନିଜ ମହାଶୟଙ୍କ ନିକଟକୁ ଫରେିଗଲେ। ଏହାପରେ ଅରାମର ସୈନ୍ଯଦଳ ଆଉ କବେେ ଇଶ୍ରାୟେଲକୁ ୟୁଦ୍ଧ ରେ ଆକ୍ରମଣ କରିବାକୁ ଆସିଲେ ନାହିଁ।
ଇଲୀଶାୟଙ୍କ ମୃତ୍ଯୁପରେ ଲୋକମାନେ ତାଙ୍କୁ କବର ଦେଲେ।
ସମୟ ଆସୁଛି ତୁମ୍ଭ ଗୃହ ରେ ଥିବା ସମସ୍ତ ଦ୍ରବ୍ଯ ଓ ଏ ପର୍ୟ୍ଯନ୍ତ ତୁମ୍ଭ ପୂର୍ବପୁରୁଷଙ୍କ ସଞ୍ଚିତ ସମସ୍ତ ପଦାର୍ଥ ବାବିଲକୁ ନିଆୟିବ। ସଦାପ୍ରଭୁ କହନ୍ତି କୌଣସି ଜିନିଷ ଛଡା ୟିବ ନାହିଁ।
ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, ' ଦେଖ ଆମ୍ଭେ ୟିରୁଶାଲମ ଓ ଯିହୁଦା ପାଇଁ ଏପରି ଅମଙ୍ଗଳ ଆଣିବୁ ୟିଏ ଏହି ବିଷଯ ରେ ଶୁଣିା ଆଶ୍ଚର୍ୟ୍ଯ ହବେ।
'ସଦାପ୍ରଭୁ ଏହା କହନ୍ତି, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ବିବାସୀ ଲୋକମାନଙ୍କ ଉପରେ ଅମଙ୍ଗଳ ଘଟାଇବା। ଏହି ପୁସ୍ତକରେ ଲିଖିତ ଯିହୁଦା ରାଜାଙ୍କ ପଠିତ ବାକ୍ଯ ଅନୁସାରେ ସମସ୍ତ ଅମଙ୍ଗଳ ଘଟାଇବା।
ସଦାପ୍ରଭୁ କହିଲେ, ମୁଁ ଯିହୁଦାକୁ ଅପସାରଣ କରିବି, ଯଭେଳି ମୁଁ ଇଶ୍ରାୟେଲକୁ ମାରଦେୃଷ୍ଟିରୁ ଅପସାରଣ କରିଛି। ମୁଁ ମାରେ ମନୋନୀତ ସହର ୟିରୁଶାଲମକୁ ପରିତ୍ଯାଗ କରିବି। ମୁଁ ଯେଉଁ ମନ୍ଦିର ବିଷଯ ରେ କହିଥିଲି, ' ମାରେ ନାମ ସଠାେରେ ରହିବ।'
ତେଣୁ ସଦାପ୍ରଭୁ ସୈନ୍ଯବାହିନୀର ସନୋପତିଙ୍କୁ ଆଣିଲେ, ୟିଏକି ଅଶୂରର ରାଜାର ସବୋ କରୁଥିଲେ ଏବଂ ସମାନେେ ଯିହୁଦାକୁ ଆକ୍ରମଣ କଲେ। ସହେି ସନୋପତିମାନେ ମନଃଶିଙ୍କୁ ଧରିଲେ ଓ ତାଙ୍କୁ ବନ୍ଦୀ କରି ନେଲେ। ସମାନେେ ତାଙ୍କ ଶରୀର ରେ ଆଙ୍କୁଡ଼ି ଲଗାଇଲେ ଓ ତାଙ୍କ ହାତ ରେ ପିତ୍ତଳର ଜଞ୍ଜିର ପିନ୍ଧାଇଲେ ଓ ତାଙ୍କୁ ବାବିଲ ଦେଶକୁ ନଇଗେଲେ।
ସେ କଥା କହୁଥିବା ବେଳେ, ଆଉ ଜଣେ ବାର୍ତ୍ତାବହ ଆସିଲା ଏବଂ କହିଲା, କଲଦୀଯମାନେ ତିନି ଦଳ ସୈନିକଙ୍କୁ ପଠାଇଛନ୍ତି ଏବଂ ଆକ୍ରମଣ କରିଛନ୍ତି ଏବଂ ଓଟମାନଙ୍କୁ ନଇେ ଗଲେ ଓ ସମସ୍ତ ଭୃତ୍ଯମାନଙ୍କୁ ଖଡ୍ଗ ରେ ହତ୍ଯା କଲେ। ମୁଁ କବଳେ ଏକମାତ୍ର ୟିଏ ଏ ବିଷଯ ରେ ଆପଣଙ୍କୁ କହିବା ପାଇଁ ରକ୍ଷା ପାଇଅଛି।
ତା'ପ ରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, ପ୍ରଭୋ ! ମୁଁ କେତକୋଳ ଏହା କରିବି ?'
ମାତ୍ର ତୁମ୍ଲଭମାଲନ ସଦାପ୍ରଭୁଙ୍କୁ ଭୟ କରିବ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଏକ ଦୁଃଖ ସମୟ ଆଣିଲବ।ସସହି ଦୁଃସମୟ ତୁମ୍ଭସଲାକମାନଙ୍କ ପାଇଁ ଆସିବ ଓ ତୁମ୍ଭ ପିତୃବଂଶ ପାଇଁ ଆସିବ। ପରଲମଶ୍ବର କ'ଣ କରିଲବ ?ସସ ଅଶୂରର ରାଜାଙ୍କୁ ତୁମ୍ଭ ବିରୁଦ୍ଧସର ଲଢ଼ିବାକୁ ଆଣିଲବ।
ସଦାପ୍ରଭୁ ଓ ତାଙ୍କର ଏହି ସୈନ୍ଯବାହିନୀ ବହୁଦୂର ଦେଶରୁ ଆସିବେ। ସମାନେେ ଦିଗନ୍ତ ବାହାରୁ ଆସିବେ। ଏହି ସୈନ୍ଯବାହିନୀକୁ ସଦାପ୍ରଭୁ ତାଙ୍କର ଅସ୍ତ୍ରସ୍ବରୂପ ବ୍ଯବହାର କରିବେ ଓ ତାଙ୍କ କୋରଧଭାବ ପ୍ରକାଶ କରିବେ। ଏହି ବାହିନୀ ସମଗ୍ର ଦେଶକୁ ଧ୍ବଂସ କରିବେ।'
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।
ଯବେେ ତୁମ୍ଭମାନେେ ଆମ୍ଭର ଆଜ୍ଞା ପାଳନ ନ କରିବ, ତବେେ ଆମ୍ଭେ ଏହି ଗୃହକୁ ଶୀଲୋର ତୁଲ୍ଯ କରିବା ଆଉ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପର ସ୍ଥାନ କରିବା।'
ଆହୁରି ସଦାପ୍ରଭୁଙ୍କ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାରକାରୀ ଅନ୍ୟ ଏକ ବ୍ଯକ୍ତି ଥିଲା। ସେ କିରିଯତ୍-ସିଯାରୀମସ୍ଥ ସମଯିଯର ପୁତ୍ର ଉରିଯ ; ସେ ଯିରିମିୟର ସମସ୍ତ ବାକ୍ଯପରି ଏହି ନଗର ଓ ଏହି ଦେଶ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରିଥିଲା।
ପୁଣି ସଦାପ୍ରଭୁ ଏହା ମଧ୍ଯ କହିଲେ, ଦେଖ, ଆମ୍ଭେ କଲଦୀଯମାନଙ୍କ ହସ୍ତ ରେ ଓ ବାବିଲର ରାଜା ନବୂଖଦନିତ୍ସରର ହସ୍ତ ରେ ଏହି ନଗର ସମର୍ପଣ କରିବା। ସେ ତାହା ହସ୍ତଗତ କରିବେ।
ମାତ୍ର ବାବିଲର ରାଜା ନବୂଖଦନିତ୍ସର ଯେତବେେଳେ ଯିହୁଦା ଆକ୍ରମଣ କଲେ, ସେତବେେଳେ ଆମ୍ଭମାନେେ କହିଲୁ, 'ଆସ, କଲଦୀଯ ସୈନ୍ଯର ଓ ଅରାମୀଯ ସୈନ୍ଯର ଭୟ ଯୋଗୁଁ ଆମ୍ଭମାନେେ ୟିରୁଶାଲମ ୟିବା,' ଏଣୁ ଆମ୍ଭମାନେେ ୟିରୁଶାଲମ ରେ ବାସ କରୁଅଛୁ।
ସିୟୋନ ଆପଣା ହସ୍ତ ପ୍ରସାରଣ କରୁଛି, ମାତ୍ର ତାକୁ ସାହାୟ୍ଯ କରିବାକୁ କହେି ନାହିଁ। ଯାକୁବର ଶତ୍ରୁଗଣ ତାକୁ ଚତୁର୍ଦ୍ଦିଗରୁ ଘରେି ରହିବାକୁ ସଦାପ୍ରଭୁ ଆଦେଶ କରିଛନ୍ତି। ୟିରୁଶାଲମ ସମାନଙ୍କେ ମଧିଅରେ ଅଶୁଚି ବସ୍ତୁ ତୁଲ୍ଯ ଅଛି।
ତାହାର ଚତୁର୍ଦ୍ଦିଗ ରେ ବାସ କରୁଥିବା ଦେଶବାସୀମାନେ ତା' ବିରୁଦ୍ଧ ରେ ଏକ ଜାଲ ବିଛାଇଲେ ଓ ସହେି ଜାଲ ରେ ତାକୁ ଧରିଲେ।
ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ବଂସ ହବେ। ଏହା ଗ୍ଭଷ ଭୂମିରେ ପରିଣତ ହବେ। ୟିରୁଶାଲମ ମଧ୍ଯ ପ୍ରସ୍ତର ସ୍ତୁପ ରେ ପରିଣତ ହବେ। ମନ୍ଦିରର ପର୍ବତ ଶୂନ୍ଯ ପାହାଡ ହାଇେ ବଣବୁଦା ରେ ଆବୃତ ହବେ।
ଆମ୍ଭେ ବାବିଲୋନୀଯମାନଙ୍କୁ ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀ ରେ ପରିଣତ କରିବା। ସହେି ଲୋକମାନେ ଦୁଷ୍ଟ ଓ କ୍ଷିପ୍ର। ଯୋଦ୍ଧା। ସମାନେେ ସମଗ୍ର ପୃଥିବୀ ରେ ମାଡିଯିବେ। ସମାନେେ ଅନ୍ୟ ଲୋକମାନଙ୍କର ଗୃହ ଓ ନଗରଗୁଡିକୁ ଅଧିକାର କରିବେ।