Home Bibles ଦିତୀୟ ରାଜାବଳୀ 22:6 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 22:6 · ଓଡ଼ିଆ ବାଇବେଲ

ସହେି ମୁଦ୍ରାକୁ ବଢଇେ, ରାଜମିସ୍ତ୍ରି ଓ ପ୍ରସ୍ତର ଖାଦେନକାରୀଙ୍କୁ ଦବୋ ରେ ବ୍ଯବହାର କରନ୍ତୁ। ପୁଣି ମନ୍ଦିର ପୁନଃନିର୍ମାଣ ରେ ବ୍ଯବହୃତ କାଠ ଓ ଖାଦେିତ ପଥର କିଣିବା ରେ ସହେି ମୁଦ୍ରାକୁ ବିନିୟୋଗ କରନ୍ତୁ।

Cross references

ପ୍ରଥମ ବଂଶାବଳୀ 22:2

ଇଶ୍ରାୟେଲ ମଧିଅରେ ବାସ କରୁଥିବା ସମସ୍ତ ବିଦେଶୀଯମାନଙ୍କୁ ଏକତ୍ର ଠୁଳ ହବୋ ନିମନ୍ତେ ଦାଉଦ ଆଦେଶ ଦେଲେ। ସହେି ବିଦେଶୀମାନଙ୍କ ମଧ୍ଯରୁ ଦାଉଦ ପଥରକଟାଳୀମାନଙ୍କୁ ମନୋନୀତ କଲେ। ପରମେଶ୍ବରଙ୍କ ମନ୍ଦିର ନିର୍ମାଣ ରେ ବ୍ଯବହୃତ ହବୋ ନିମନ୍ତେ ଉଦ୍ଦିଷ୍ଟ ପଥରକୁ କାଟି ପ୍ରସ୍ତୁତ କରି ରଖିବା ସମାନଙ୍କେର କାର୍ୟ୍ଯ ଥିଲା।

Interlinear

Choose Theme