Home Bibles ☰ Books ଦିତୀୟ ରାଜାବଳୀ 20:4 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 20:4 · ଓଡ଼ିଆ ବାଇବେଲ

ଯିଶାଇୟ ଗ୍ରାମର ମଧ୍ଯଭାଗକୁ ପରିତ୍ଯାଗ ପୂର୍ବରୁ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ଯ ଉପସ୍ଥିତ ହେଲା, ସଦାପ୍ରଭୁ କହିଲେ,

Cross references

ପ୍ରଥମ ରାଜାବଳୀ 7:8

ରାଜା ଶସଲାମନଙ୍କର ବିଗ୍ଭର ଗୃହର ଅଗଣା ଉପଲର ଅବସ୍ଥିତ ଥିଲା। ଏହା ନିଯମ ପ୍ରଶସ୍ତଗୃହ ସଦୃଶ ନିର୍ମିତସହଲା।ସସ ମଧ୍ଯ ନିଜର ଭାର୍ୟ୍ଯା, ଫାଲରାର କନ୍ଯା ନିମନ୍ଲତସସହି ନିଯମ ପ୍ରଶସ୍ତଗୃହ ପରି ଏକ ଗୃହ ନିର୍ମାଣ କଲଲ।

ଦିତୀୟ ରାଜାବଳୀ 22:14

ଏଣୁ ହିଲକିଯ ଯାଜକ, ଅହୀକାମ୍, ଅକ୍ବୋର, ଶାଫନ ଓ ଅସାଯ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତିକ୍ବର ପୁତ୍ର ଶଲ୍ଲୁମର ଭାର୍ୟ୍ଯା ହୁଲଦା ଭବିଷ୍ଯଦ୍ବକ୍ତା ନିକଟକୁ ଗଲେ। ୟିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ୟିରୁଶାଲମର ଦ୍ବିତୀୟ କୋଠରୀ ରେ ବାସ କରୁଥିଲା। ସମାନେେ ତା' ସହିତ କଥାବାର୍ତ୍ତା ହେଲେ।

Interlinear

Choose Theme