Home Bibles ☰ Books ଦିତୀୟ ରାଜାବଳୀ 18:33 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 18:33 · ଓଡ଼ିଆ ବାଇବେଲ

ନାନା ଗୋଷ୍ଠୀଯ ଦବେତାଗଣ ମଧ୍ଯରୁ କୌଣସି ଦବେତା କ'ଣ ଅଶୂରୀଯ ରାଜାଙ୍କ ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି? ନା!

Cross references

ଦିତୀୟ ରାଜାବଳୀ 19:12

ଆଉ ମଧ୍ଯ ମାରେ ପୂର୍ବପୁରୁଷଗଣ ଗୋଶନ, ହାରୋଣ, ରେତ୍ସଫ ଦେଶୀଯମାନଙ୍କୁ ଓ ତଲଃସର ନିବସୀ ଏଦନ ସନ୍ତାନମାନଙ୍କୁ ବିନାଶ କରିଛନ୍ତି। ସମାନଙ୍କେର ଦବେତାଗଣ ସମାନଙ୍କେୁ ଉଦ୍ଧାର କରି ପାରିଲେ ନାହିଁ?

ଦିତୀୟ ରାଜାବଳୀ 19:13

ଆଉ କାହାନ୍ତି ହମାତ୍, ଅର୍ପଦ, ସଫର୍ବିଯମ, ହନୋ ଓ ଅଦ୍ଦାର ରାଜଗଣ? ସମାନେେ ସମସ୍ତେ ବିନାଶ ପ୍ରାପ୍ତ ହାଇେଅଛନ୍ତି।

ଦିତୀୟ ରାଜାବଳୀ 19:17

ହେ ସଦାପ୍ରଭୁ, ଏହା ସତ୍ଯ ଯେ ଅଶୂରର ରାଜାମାନେ ନାନା ଗୋଷ୍ଠୀ ଓ ସମାନଙ୍କେ ଦେଶକୁ ଧ୍ବଂସ କରିଅଛନ୍ତି।

ଦିତୀୟ ବଂଶାବଳୀ 32:14

ମାରେ ପୂର୍ବପୁରୁଷମାନେ ସହେି ଦେଶଗୁଡ଼ିକୁ ଧ୍ବଂସ କଲେ। ଏପରି କହେି ଦବେତା ନାହିଁ, ୟିଏ ମାେତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିବ। ତେଣୁ ତୁମ୍ଭମାନେେ କ'ଣ ଭାବୁଛ ଯେ, ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ମାେ'ଠାରୁ ରକ୍ଷା କରିପାରିବ ?

ଦିତୀୟ ବଂଶାବଳୀ 32:19

ସହେି ସବେକଗଣ ଏପରି କାର୍ୟ୍ଯ କଲେ, ଯେପରି ଇଶ୍ରାୟେଲ ପରମେଶ୍ବର ଅନ୍ୟ ଦେଶର ଲୋକମାନଙ୍କର ହସ୍ତ ନିର୍ମିତ ମୂର୍ତ୍ତି ଅଟନ୍ତି।

ଯିଶାଇୟ 10:10

ମୁଁ ସହେି ଭ୍ରଷ୍ଟାଚାରୀ ରାଜ୍ଯଗୁଡ଼ିକୁ ପରାସ୍ତ କରିଥିଲି ଓ ବର୍ତ୍ତମାନ ସଗେୁଡ଼ିକ ଶାସନ କରିବି। ଯେଉଁ ପ୍ରତିମାଗୁଡ଼ିକୁ ସହେି ଲୋକମାନେ ପୂଜା କରୁଛନ୍ତି ସଗେୁଡ଼ିକ ୟିରୁଶାଲମ ଓ ଶମରିଯାର ପ୍ରତିମାଗୁଡ଼ିକଠାରୁ ଶ୍ ରେଷ୍ଠତର।

ଯିଶାଇୟ 36:18

ହିଜକିଯ ତୁମ୍ଭମାନଙ୍କ ପାଇଁ ଯେପରି ଦୁଃଖ ନ ମଣାଏ, ସେଥିପାଇଁ ଧ୍ଯାନ ଦିଅ। ସେ କୁହନ୍ତି, ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।' ମାତ୍ର କୌଣସି ଗୋଷ୍ଠୀଯମାନଙ୍କର ଦବେତାଗଣ ମଧ୍ଯରୁ କୌଣସି ଦବେତା କ'ଣ ଅଶୂରୀଯ ରାଜାଙ୍କ ହସ୍ତରୁ ଆପଣା ଦେଶକୁ ଉଦ୍ଧାର କରିଅଛ ? ନା।

Interlinear

Choose Theme