ସନୋଧ୍ଯକ୍ଷମାନଙ୍କ ମଧ୍ଯରୁ ରବଶାକି ସମାନଙ୍କେୁ କହିଲା, ତୁମ୍ଭମାନେେ ହିଜକିଯଙ୍କୁ କୁହ, ମହାରାଜା ଅଶୂରର ରାଜା ଏହି କଥା କୁହନ୍ତି,
Cross references
ହିଜକିଯ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କଠା ରେ ଦୃଢ ବିଶ୍ବାସ କରୁଥିଲେ। ଯିହୁଦାର କୌଣସି ରାଜା ତାଙ୍କ ପୁର୍ବବର୍ତ୍ତୀ ବା ପରବର୍ତ୍ତୀ ହିଜକିଯଙ୍କ ପରି ନଥିଲେ।
ତୁମ୍ଭମାନେେ କହିପାର, ଆମ୍ଭମାନେେ ସଦାପ୍ରଭୁ ଆମ୍ଭ ପରମେଶ୍ବରଙ୍କ ଉପରେ ନିର୍ଭର ରଖୁଅଛୁ। କିନ୍ତୁ ମୁଁ ଜାଣେ ହିଜକିଯ ଯେଉଁ ଉଚ୍ଚସ୍ଥଳୀ ଓ ୟଜ୍ଞବଦେୀ ରେ ଲୋକମାନେ ପୂଜା କରୁଥିଲେ ସେ ସଗେୁଡିକୁ ଦୂ ରଇେ ଦଇେଛନ୍ତି ଆଉ ଯିହୁଦାକୁ ୟିରୁଶାଲମ୍କୁ କହିଛନ୍ତି ତୁମ୍ଭମାନେେ କବଳେ ୟିରୁଶାଲମ୍ର ୟଜ୍ଞବଦେୀ ନିକଟରେ ପୂଜା କରିବ।
ରାଜା ଏହି କଥା କହିନ୍ତି, 'ତୁମ୍ଭମାନଙ୍କୁ ଧୋକା ଦବୋକୁ ହିଜକିଯକୁ ପ୍ରଶଯ ଦିଅ ନାହିଁ। କାରଣ ସେ ତୁମ୍ଭମାନଙ୍କୁ ମାେ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ।'
ତୁମ୍ଭମାନେ ଯିହୁଦାର ରାଜା ହିଜକିଙ୍କୁ ଏହିକଥା କହିବ,
ଦୃଢ଼ ଓ ସାହସୀ ହୁଅ। ଅଶୂର ରାଜା ଅଥବା ତାଙ୍କ ସହିତ ଥିବା ବିଶାଳ ସୈନ୍ଯବାହିନୀ ବିଷଯ ରେ ଭୟ କର ନାହିଁ କିମ୍ବା ବ୍ଯସ୍ତ ହୁଅ ନହିଁ। ଅଶୂରର ରାଜାଙ୍କର ଶକ୍ତିଠାରୁ ଆମ୍ଭମାନଙ୍କ ସହିତ ଆହୁରି ମହାନ୍ ଶକ୍ତି ଅଛି।
ସମାନେେ କହିଲେ, ଅଶୂରର ରାଜା ସନ୍ ହରେୀବ୍ ଏହି କଥା କହନ୍ତି, 'ତୁମ୍ଭମାନେେ କେଉଁ ବିଷଯ ରେ ନିର୍ଭର କରି ଆକ୍ରମଣ ସମୟରେ ସୁଦ୍ଧା ୟିରୁଶାଲମ ରେ ରହୁଅଛ ?
ମାରେ ପୂର୍ବପୁରୁଷମାନେ ସହେି ଦେଶଗୁଡ଼ିକୁ ଧ୍ବଂସ କଲେ। ଏପରି କହେି ଦବେତା ନାହିଁ, ୟିଏ ମାେତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିବ। ତେଣୁ ତୁମ୍ଭମାନେେ କ'ଣ ଭାବୁଛ ଯେ, ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ମାେ'ଠାରୁ ରକ୍ଷା କରିପାରିବ ?
ହେ ଲୋକମାନେ ଆଉ କେତେ ଦିନ ଏପରି ଖରାପ କଥା ମାେ ବିରୁଦ୍ଧରେ ପ୍ରଚାର କରିବ। ତୁମ୍ଭମାନେେ କେତଦେିନ ନାନା ପ୍ରକାର ନୂଆ ନୂଆ ମିଥ୍ଯା କଥା ମାେ ବିଷଯରେ କହିବ। କାହିଁକି ତୁମ୍ଭମାନେେ ସହେି ମନ୍ଦ କଥା କହିବାକୁ ଭଲ ପାଉଛ।
ଅଶୂର ନିଜକୁ ନିଜେ କହିହୁଏ, ମାରେ ସମସ୍ତ ପ୍ରାଚୀନଗଣ ରାଜା ସଦୃଶ।
ଆଦେଶକର୍ତ୍ତା ସମାନଙ୍କେୁ କହିଲା,
ମାତ୍ର ତୁମ୍ଭେ ମାେତେ କହିପାର, ଆମ୍ଭମାନେେ ସଦାପ୍ରଭୁ ଆମର ପରମେଶ୍ବରଙ୍କ ଉପ ରେ ବିଶ୍ବାସ କରୁଅଛୁ।' ମାତ୍ର ମୁଁ ଜାଣେ ହିଜକିଯ ସଦାପ୍ରଭୁଙ୍କ ପୂଜାସ୍ଥଳୀ ୟଜ୍ଞବଦେୀ ଓ ଉଚ୍ଚସ୍ଥଳୀ ଧ୍ବଂସ କରି ଦଇେଛି। ଆଉ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କବଳେ ୟିରୁଶାଲମର ୟଜ୍ଞବଦେୀ ନିକଟରେ ପୂଜା କରିବାକୁ କହିଅଛି।
ହିଜକିଯକୁ ଏହିକଥା କହିବାପାଇଁ ସେ ଦୂତଗଣ ପଠାଇଛନ୍ତି,
ହମାତ, ଅର୍ପଦ, ସଫର୍ବଯିମ ନଗର, ହନୋ ଓ ଅବ୍ବା ରାଜା କାହାଁନ୍ତି ? ସମାନେେ ସମସ୍ତେ ବିନାଶ ହାଇେଛନ୍ତି।
ମୁଁ ମାରେପ୍ରତାପ ରେ ଏହି ମହାନ୍ ନଗର ନିର୍ମାଣ କରିଛି ଓ ମାରେ ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କଡେେ ମହାନ୍।