Home Bibles ଦିତୀୟ ରାଜାବଳୀ 15:8 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 15:8 · ଓଡ଼ିଆ ବାଇବେଲ

ଯିହୁଦା ରେ ଅସରିଯଙ୍କର ରାଜତ୍ବର ଅଠତିରିଶ୍ ବର୍ଷ ରେ ୟାରବିଯଯାମଙ୍କ ପୁତ୍ର ଜିଖରିଯ ଶମରିଯା ରେ ଇଶ୍ରାୟେଲ ଉପରେ ଛଅ ମାସ ଶାସନ କଲେ।

Cross references

ଦିତୀୟ ରାଜାବଳୀ 10:30

ଅନନ୍ତର ସଦାପ୍ରଭୁ ଯହେୂକୁ କହିଲେ, କାରଣ ମାେ ଦୃଷ୍ଟି ରେ ଯାହା ଯଥାର୍ଥ, ତୁମ୍ଭେ ଠିକ୍ କରିଅଛ। ଯାହା ମାରେ ଇଚ୍ଛା ଅନୁସାରେ ତୁମ୍ଭେ ଆହାବ୍ର ବଂଶକୁ ବିନାଶ କରିଅଛି। ଏଣୁ ଗ୍ଭରି ପୁରୁଷ ପର୍ୟ୍ଯନ୍ତ ତୁମ୍ଭର ସନ୍ତାନମାନେ ଇଶ୍ରାୟେଲ ସିଂହାସନ ରେ ରାଜତ୍ବ କରିବେ।

ଦିତୀୟ ରାଜାବଳୀ 14:16

ୟୋଯାଶଙ୍କର ମୃତ୍ଯୁ ହେଲା ଓ ସେ ନିଜର ପୂର୍ବପୁରୁଷଗଣଙ୍କ ସହିତ ଶମରିଯା ରେ ଇଶ୍ରାୟେଲ ରାଜାମାନଙ୍କ ସଙ୍ଗେ କବର ନେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ୟାରବିଯାମ ନୂତନ ରାଜା ରୂପେ ପରିଚିତ ହେଲେ।

ଦିତୀୟ ରାଜାବଳୀ 14:21

ଅନନ୍ତର ଯିହୁଦାର ସମସ୍ତ ଲୋକ ଅମତ୍ସିଯଙ୍କର ଷୋଳବର୍ଷର ପୁତ୍ର ଅସରିଯଙ୍କୁ ତାଙ୍କ ପିତାଙ୍କ ପଦ ରେ ରାଜା କଲେ।

ଦିତୀୟ ରାଜାବଳୀ 14:29

ଅନନ୍ତର ୟାରବିଯାମଙ୍କ ମୃତ୍ଯୁ ହେଲା ଓ ସେ ଇଶ୍ରାୟେଲର ରାଜାମାନଙ୍କ ସହିତ କବର ନେଲେ। ତାଙ୍କ ପଦର ରେ ତାଙ୍କ ପୁତ୍ର ଜିଖରିଯ ଇଶ୍ରାୟେଲର ରାଜା ହେଲେ।

ଦିତୀୟ ରାଜାବଳୀ 15:1

ଇଶ୍ରାୟେଲ ରେ ୟାରବିଯାମଙ୍କ ରାଜତ୍ବର ସପ୍ତବିଂଶ ବର୍ଷ ରେ ଅମତ୍ସିଯଙ୍କର ପୁତ୍ର ଅସରିଯ ଯିହୁଦା ରେ ରାଜା ହେଲେ।

ଆମୋଷ 7:9

ଇସ୍ହାକର ଉଚ୍ଚସ୍ଥାନ ଧ୍ବଂସ ହବେ। ଇଶ୍ରାୟେଲର ପବିତ୍ର ସ୍ଥାନଗୁଡିକ ପଥର ରେ ପରିଣତ ହବେ। ଆମ୍ଭେ ଖଡ୍ଗ ଦ୍ବାରା ୟାରବିଯାମର ପରିବାରକୁ ଆକ୍ରମଣ କରିବା ଏବଂ ସମାନଙ୍କେୁ ହତ୍ଯା କରିବା।

Interlinear

Choose Theme