Home Bibles ଦିତୀୟ ରାଜାବଳୀ 13:9 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 13:9 · ଓଡ଼ିଆ ବାଇବେଲ

ଅନନ୍ତର ଯିହାୟୋଦାରଶ୍ଙ୍କ ମୃତ୍ଯୁ ହେଲା ଓ ଲୋକମାନେ ଶମରିଯା ରେ ତାଙ୍କୁ ପୁର୍ବପୁରୁଷଙ୍କ ନିକଟରେ କବର ଦେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯୋୟାଶ୍ ରାଜ୍ଯ ଶାସନ କଲେ।

Cross references

ପ୍ରଥମ ରାଜାବଳୀ 14:13

ପୁଣି ସମଗ୍ର ଇଶ୍ରାୟେଲ ତା'ର ମୃତ୍ଯୁ ରେ ଶାେକ କରିବ ଓ ତାକୁ ନଇେ କବର ଦବେ। ସେ ହେଉଛି ୟାରବିଯାମ ବଂଶର ଏକମାତ୍ର ପୁରୁଷ ଯେ କି କବର ପାଇବ, କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ୟାରବିଯାମର ପରିବାର ରେ କବଳେ ମହତ ଆତ୍ମା ରୂପେ ତାଙ୍କୁ ପାଇଲେ।

ଦିତୀୟ ରାଜାବଳୀ 10:35

ଯହେୂଙ୍କ ମୃତ୍ଯୁ ଅନ୍ତେ ସେ ନିଜ ପୂର୍ବପୁରୁଷଗଣଙ୍କ ସହିତ ଶମରିଯା ରେ ସମାଧିସ୍ଥ ହେଲେ। ତାଙ୍କ ପରେ ତାଙ୍କ ପୁତ୍ର ଯିହାୟୋଦାରହସ ଇଶ୍ରାୟେଲ ରେ ରାଜା ହେଲେ।

ଦିତୀୟ ରାଜାବଳୀ 13:10

ଯିହୁଦା ରେ ଯୋୟାଶ୍ ରାଜାଙ୍କ ସପ୍ତତ୍ରିଂଶ ବର୍ଷ ରାଜତ୍ବ କାଳ ରେ ଯିହାୟୋଦାରଶ୍ଙ୍କ ପୁତ୍ର ଯୋୟାଶ୍ ଶମରିଯା ରେ ଇଶ୍ରାୟେଲ ଉପରେ ରାଜତ୍ବ କରିବାକୁ ୟାଇ ଷୋହଳ ବର୍ଷ ରାଜ୍ଯଶାସନ କଲେ।

ଦିତୀୟ ରାଜାବଳୀ 13:13

ୟୋଯାଶ୍ଙ୍କ ମୃତ୍ଯୁ ହେଲା ଓ ସେ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ୟାରବିଯାମ ତାଙ୍କ ଅନ୍ତେ ସିଂହାସନ ରେ ଉପବିଷ୍ଟ ହେଲେ ଓ ଯୋୟାଶ୍ ଇଶ୍ରାୟେଲର ରାଜାମାନଙ୍କ ସହିତ ଶମରିଯା ରେ କବର ପ୍ରାପ୍ତ ହେଲେ।

ଦିତୀୟ ରାଜାବଳୀ 14:8

ଅମତସିଯ ଯହେୂଙ୍କ ପୌତ୍ର ଓ ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶଙ୍କ ନିକଟକୁ ସନ୍ଦେଶବାହ ପଠାଇଲେ, ଇଶ୍ରାୟେଲ ରାଜା କହୁଛନ୍ତି, ଆସ, ଆମ୍ଭମାନେେ ପରସ୍ପର ସମ୍ମୁଖା ସମ୍ମୁଖୀ ହାଇେ ୟୁଦ୍ଧ କରିବା।

Interlinear

Choose Theme