Home Bibles ☰ Books ଦିତୀୟ ରାଜାବଳୀ 11:6 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 11:6 · ଓଡ଼ିଆ ବାଇବେଲ

ଅନ୍ୟ ଏକତୃତୀଯାଂଶ ସୂର ଫାଟକରେ ରହିବେ ଓ ଆଉ ଏକତୃତୀଯାଂଶ ପ୍ରହରିମାନଙ୍କର ପଛ ଫାଟକରେ ରହିବେ। ଏହିରୂପେ ତୁମ୍ଭମାନେେ ପୁରା ଦମ୍ ରେ ପ୍ରାସାଦକୁ ଜଗିବ।

Cross references

ପ୍ରଥମ ବଂଶାବଳୀ 26:13

ପ୍ରେତ୍ୟକକ ପରିବାରକୁ ଜଗିବା ନିମନ୍ତେ ଗୋଟିଏ ଦ୍ବାର ଦିଆୟାଇଥିଲା। ଗୋଟିଏ ପରିବାର ନିମନ୍ତେ ଗୋଟିଏ ଦ୍ବାର ନିରୂପଣ କରିବା ନିମନ୍ତେ ଗୁଳାବାଣ୍ଟ କରାଯାଉଥିଲା। ୟୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ଯବହାର କରାଯାଉଥିଲା।

ଦିତୀୟ ବଂଶାବଳୀ 23:4

ବର୍ତ୍ତମାନ ତୁମ୍ଭମାନଙ୍କୁ ଏହା କରିବାକୁ ପଡ଼ିବ : ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ଯାଜକ ଓ ଲବେୀୟ, ଯେଉଁମାନେ ପବିତ୍ର ବିଶ୍ରାମ ଦିନ ରେ କାର୍ୟ୍ଯ କରିବାକୁ ଯିବେ, ସମାନେେ ଦ୍ବାର ନିକଟରେ ଜଗି ରହିବେ।

Interlinear

Choose Theme