Home Bibles ଦିତୀୟ ରାଜାବଳୀ 10:5 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 10:5 · ଓଡ଼ିଆ ବାଇବେଲ

ତେଣୁ ଗୃହାଧ୍ଯକ୍ଷ, ନଗର ରାଜ୍ଯପାଳ, ପ୍ରାଚୀନଗଣ, ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନେ ଯହେୂଙ୍କ ନିକଟକୁ ଏହିକଥା କହି ପଠାଇଲେ, ଆମ୍ଭମାନେେ ଆପଣଙ୍କର ଦାସ, ଆପଣ ଆମ୍ଭମାନଙ୍କୁ ଯାହା ଆଜ୍ଞା କରିବେ ଆମ୍ଭମାନେେ ତାହା ସବୁ ପାଳନ କରିବୁ, ଆମ୍ଭମାନେେ କୌଣସି ଲୋକକୁ ରାଜା କରିବୁ ନାହିଁ, ଯାହା ଆପଣଙ୍କ ଦୃଷ୍ଟିର ରେ ଭଲ ତାହା ଆପଣ କରନ୍ତୁ।

Cross references

ଯିହୋଶୂୟ 9:8

ଏଥି ରେ ହିଦ୍ଦୀଯମାନେ ଉତ୍ତର ଦଇେ କହିଲେ, ଆମ୍ଭେ ତୁମ୍ଭମାନଙ୍କର ଦାସ।

ଯିହୋଶୂୟ 9:11

ଏଣୁ ଆମ୍ଭମାନଙ୍କର ପ୍ରାଚୀନବର୍ଗ ଏବଂ ଆମ୍ଭମାନଙ୍କ ଦେଶ ରେ ଲୋକମାନେ କହିଲେ, 'ତୁମ୍ଭମାନଙ୍କର ୟାତ୍ରାପାଇଁ ପ୍ରଚକ୍ସ୍ଟର ଖାଦ୍ୟ ନଇେ ୟାଅ ଏବଂ ଇଶ୍ରାୟେଲୀୟ ବାସୀମାନଙ୍କ ସହିତ ସାକ୍ଷାତ କର। ତାଙ୍କୁ କକ୍ସ୍ଟହ, ଆମ୍ଭମାନେେ ତୁମ୍ଭର ଦାସ, ତେଣୁ ତୁମ୍ଭମାନେେ ଆମ୍ଭମାନଙ୍କ ସହିତ ଏକ ଶାନ୍ତି ଚକ୍ସ୍ଟକ୍ତି କର।'

ଯିହୋଶୂୟ 9:24

ଗିବିଯୋନୀଯମାନେ ଉତ୍ତର ଦେଲେ, ଆମ୍ଭମାନେେ ଆପଣାଙ୍କ ସମ୍ମକ୍ସ୍ଟଖ ରେ ମିଛ କହିଲକ୍ସ୍ଟ କାରଣ ଆମ୍ଭମାନେେ ତୁମ୍ଭକୁ ଭୟ କରିଗଲକ୍ସ୍ଟ, କାଳେ ଆପଣା ଆମ୍ଭକକ୍ସ୍ଟ ମାରି ଦବେେ। ଆମ୍ଭେ ଜାଣିବାକକ୍ସ୍ଟ ପାଇଲକ୍ସ୍ଟ ଯେ ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦବୋକକ୍ସ୍ଟ ଓ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଏହି ଦେଶବାସୀ ସମସ୍ତ ଲୋକଙ୍କକ୍ସ୍ଟ ବିନାଶ କରିବାକୁ ସଦାପ୍ରଭୁ ଆପଣା ସବେକ ମାଶାଙ୍କେକ୍ସ୍ଟ ଆଜ୍ଞା ଦଇେଥିଲେ। ତେଣୁ ଆମ୍ଭର ଜୀବନ ଭୟ ରେ ଆମ୍ଭେ ତକ୍ସ୍ଟମ୍ଭ ନିକଟରେ ମିଥ୍ଯା କହିଲକ୍ସ୍ଟ।

ଯିହୋଶୂୟ 9:25

ବର୍ତ୍ତମାନ ଆମ୍ଭେ ଆପଣାଙ୍କର ଅଧିନ। ତକ୍ସ୍ଟମ୍ଭ ପକ୍ଷେ ଆମ୍ଭ ପାଇଁ ଯାହା ଉଚିତ୍ ତାହା କର।

ପ୍ରଥମ ରାଜାବଳୀ 20:4

ଇଶ୍ରାୟେଲ ରାଜା ଉତ୍ତର ଦେଲେ, ହେ ମାରେ ପ୍ରଭୁ, ମହାରାଜ, ଆପଣଙ୍କ ବାକ୍ଯାନୁସା ରେ ମୁଁ ଓ ମାରେ ସର୍ବସ୍ବ ଆପଣଙ୍କର।

ପ୍ରଥମ ରାଜାବଳୀ 20:32

ତହୁଁ ସମାନେେ କଟି ରେ ଅଖା ପିନ୍ଧି ଓ ମୁଣ୍ତ ରେ ରଜ୍ଜୁ ବାନ୍ଧି ଇଶ୍ରାୟେଲର ରାଜା ନିକଟକୁ ୟାଇ ବିନଯର ସହିତ କହିଲେ, ତୁମ୍ଭର ଦାସ ବିନ୍ହଦଦ୍ କହୁଛି, 'ଦୟାକରି ମାେତେ ବଞ୍ଚାନ୍ତୁ।'

ଦିତୀୟ ରାଜାବଳୀ 18:14

ଏହାପରେ ଯିହୁଦାର ରାଜା ହିଜକିଯ ଲାଖୀଶକୁ ଅଶୂରର ରାଜା ନିକଟକୁ ଲୋକ ପଠାଇଲେ ଏବଂ କହିଲେ, ମୁଁ ପାପ କରିଅଛି, ଦୟାକରି ମାେ ଦେଶ ଉପରେ ଆକ୍ରମଣ ବନ୍ଦ କର। ଆପଣା ମାେ ଠାରୁ ଯାହା ଗ୍ଭହିଁବେ ମୁଁ ଦବୋକୁ ପ୍ରସ୍ତୁତ ଅଛି।

ଯିରିମିୟ 27:7

ପୁଣି ସମୁଦାଯ ଗୋଷ୍ଠୀ ନବୂଖଦନିତ୍ସର, ତାହାର ପୁତ୍ର ଓ ପୌତ୍ରର ସବୋ କରିବେ। ପୁଣି ଏକ ସମୟ ଆସିବ, ଅନକେ ଗୋଷ୍ଠୀ ଓ ମହାନ୍ ମହାନ୍ ରାଜାମାନେ ବାବିଲ ରେ ନିଜର ଦାସ୍ଯକର୍ମ କରିବେ।

ଯିରିମିୟ 27:17

ତୁମ୍ଭମାନେେ ସମାନଙ୍କେ କଥା ରେ ଧ୍ଯାନ ଦିଅ ନାହିଁ। ବାବିଲ ରାଜାର ସବୋ କର, ତାହା ହେଲେ ତୁମ୍ଭମାନେେ ବଞ୍ଚିବ। ଆଉ ଏହି ନଗର ୟିରୁଶାଲମକୁ କାହିଁକି ଧ୍ବଂସ କରିବାକୁ ଦବେ ?

ଯୋହନଲିଖିତ ସୁସମାଚାର 12:26

ମାରେ ସବୋ କୁରଥିବା ଲୋକେ ନିଶ୍ଚୟ ମାରେ ଅନୁସରଣ କରନ୍ତୁ। ତବେେ ମାରେ ସବେକମାନେ ମୁଁ ଯେଉଁଠା ରେ ଥିବି, ସଠାେରେ ମାେ ସହିତ ରହିବେ। ଯେଉଁ ଲୋକମାନେ ମାରେ ସବୋ କରିଥିବେ, ମାରେ ପରମପିତା ସମାନଙ୍କେୁ ସମ୍ମାନ ଦବେେ।

Interlinear

Choose Theme