Home Bibles ଦିତୀୟ ରାଜାବଳୀ 10:21 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 10:21 · ଓଡ଼ିଆ ବାଇବେଲ

ତା'ପରେ ଯହେୂ ଇଶ୍ରାୟେଲର ସମଗ୍ର ଅଞ୍ଚଳକୁ ବାର୍ତ୍ତା ପଠାଇଲେ। ବାଲ୍ର ସମସ୍ତ ପୂଜକ ଓ ଯାଜକ ଆସିଲେ ଓ କହେି ଜଣେ ହେଲେ ଅନୁପସ୍ଥିତ ରହିଲେ ନାହିଁ। ସମସ୍ତ ବାଲ୍ପୂଜକ ବାଲ ମନ୍ଦିର ରେ ପହନ୍ଚିଲେ ଓ ମନ୍ଦିରଟି ଲୋକରେ ପରିପୂର୍ଣ୍ଣ ହେଲା।

Cross references

ବିଚାରକର୍ତାମାନଙ୍କ ବିବରଣ 16:27

ସହେି ମନ୍ଦିର ନରନାରୀମାନଙ୍କ ସହିତ ଭରପକ୍ସ୍ଟର ଥିଲା ପଲେଷ୍ଟୀୟମାନଙ୍କର ସମସ୍ତ ଅଧିପତି ସଠାେରେ ଉପସ୍ଥିତ ଥିଲେ। ମନ୍ଦିରର ଛାତ ଉପରେ ପ୍ରାଯ ନରନାରୀ ତିନି ହଜାର ଛିଡା ହାଇଗେଲେ। ସମାନେେ ଶାମ୍ଶାେନ୍ଙ୍କକ୍ସ୍ଟ ଉପହାସ କରୁଥିଲେ।

ପ୍ରଥମ ରାଜାବଳୀ 16:32

ଆହାବ୍ ଶମରିଯା ରେ ବାଲ ଦବେତାଙ୍କ ଉପାସନା ପାଇଁ ଏକ ମନ୍ଦିର ନିର୍ମାଣ କଲେ ଓ ସହେି ମନ୍ଦିର ରେ ଏକ ୟଜ୍ଞବଦେୀ ତିଆରି କଲେ।

ଦିତୀୟ ରାଜାବଳୀ 11:18

ଏଥି ଉତ୍ତା ରେ ସମସ୍ତ ଲୋକ ବାଲ୍ ମନ୍ଦିରକୁ ଗଲେ ଓ ସଠାେରେ ମନ୍ଦିର, ୟଜ୍ଞବଦେୀଗୁଡିକ ଓ ବାଲ୍ର ପ୍ରତିମାଗୁଡିକୁ ଭାଙ୍ଗି ଚୂର୍ଣ୍ଣ କରି ଦେଲେ। ସମାନେେ ମଧ୍ଯ ବାଲ୍ର ଯାଜକ ମତ୍ତନକୁ ୟଜ୍ଞବଦେୀ ସମ୍ମୁଖ ରେ ବଧ କଲେ।

ଯୋୟେଲ 3:2

ଆମ୍ଭେ ମଧ୍ଯ ସମସ୍ତ ରାଜ୍ଯକୁ ଏକତ୍ରୀତ କରିବା। ସହେି ସମୟରେ, ଆମ୍ଭେ ସବୁ ରାଜ୍ଯକୁ ୟିହୋଶାଫଟ ଉପତ୍ୟକାକୁ ଓହ୍ଲାଇ ଆଣିବା। ସଠାେ ରେ ଆମ୍ଭେ ସମାନଙ୍କେର ବିଗ୍ଭର କରିବା। ସହେି ଗୋଷ୍ଠୀଗୁଡିକ ଆମ୍ଭ ଇଶ୍ରାୟେଲର ଲୋକମାନଙ୍କୁ ଛିନ୍ନଭିନ୍ନ କରିଛନ୍ତି। ସମାନେେ ଆମ୍ଭର ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ୟୋର କରି ନିର୍ବାସିତ କରି ଦଇେଛନ୍ତି। ସମାନେେ ଆମ୍ଭର ଭୂମିଓ ସମାନଙ୍କେ ମଧିଅରେ ଭାଗ କରିଛନ୍ତି। ତେଣୁ ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ।

ଯୋୟେଲ 3:11

ହେ ସବୁ ରାଜ୍ଯ! ଚଞ୍ଚଳ ହୁଅ। ଗୋଟିଏ ସ୍ଥାନ ରେ ଏକତ୍ରୀତ ହୁଅ। ହେ! ପରମେଶ୍ବର! ଆପଣଙ୍କର ଶକ୍ତିଶାଳୀ ବୀରମାନଙ୍କୁ ନଇେ ଆସନ୍ତୁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:16

ସହେି ଭୂତାତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷା ରେ କୁହା ଯାଉଥିବା 'ହର୍ମିଗିଦ୍ଦୋନ୍' ନାମକ ସ୍ଥାନ ରେ ଏକାଠି କଲେ।

Interlinear

Choose Theme