ପ୍ ରମରେ ଅର୍ଥ ହେଉଛି, ତାହାଙ୍କର ଆଜ୍ଞା ଅନୁସାରେ ଜୀବନଯାପନ କରିବା। ପରମେଶ୍ବରଙ୍କ ଆଜ୍ଞା ଏହି : ତୁମ୍ଭେ ଏକ ପ୍ ରମରେ ଜୀବନ ବିତାଅ। ତୁମ୍ଭେ ଏହି ଆଜ୍ଞା ଆରମ୍ଭରୁ ଶୁଣିଛ।
Cross references
ମାେତେ ଯଦି ତୁମ୍ଭେ ପ୍ ରମେ କର, ତବେେ ମାରେ ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ।
ଯେଉଁ ଲୋକ ମାରେ ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତ ରେ ମାେତେ ପ୍ ରମେ କରେ। ମାେତେ ପ୍ ରମେ କରୁଥିବା ଲୋକକୁ ମାେ ପରମପିତା ମଧ୍ଯ ପ୍ ରମେ କରିବେ। ମୁଁ ମଧ୍ଯ ତାକୁ ପ୍ ରମେ କରିବି ଓ ନିଜକୁ ତା' ନିକଟରେ ପ୍ରକାଶ କରିବି।
ମୁଁ ମାରେ ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ ରମେ ରେ ରହିଛି। ସହେିପରି ତୁମ୍ଭେ ଯଦି ମାରେ ଆଜ୍ଞା ପାଳନ କରିବ, ତୁମ୍ଭେ ମାେ ପ୍ ରମେ ରେ ରହିବ।
ତୁମ୍ଭେ ଯଦି ମାେ କହିବା ଅନୁଯାଯୀ କାମ କର, ତବେେ ତୁମ୍ଭମାନେେ ମାରେ ବନ୍ଧୁ।
କାହାର ଋଣୀ ହୁଅ ନାହିଁ। କିନ୍ତୁ ପରପ୍ପର ପ୍ରତି ପ୍ ରମରେ ଋଣ ରେ ଋଣୀ ହୁଅ। ଯେଉଁ ଲୋକ ପ୍ରତିବେଶୀକୁ ପ୍ ରମେ କରେ ସେ ସଂପୂର୍ଣ ବ୍ଯବସ୍ଥା ମାନିଛି।
ମାେ ଭାଇ ଓ ଭଉଣୀମାନେ ! ପରମେଶ୍ବର ତୁମ୍ଭମାନଙ୍କୁ ସ୍ବାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ବାଧୀନତାକୁ ତୁମ୍ଭମାନେେ ନିଜ ନିଜର ପାପମୟ ସ୍ବଭାବର ଇଚ୍ଛା ପୂରଣ ନିମନ୍ତେ ବ୍ଯବହାର କର ନାହିଁ। ବରଂ ଏକ ଆ ରକରେ ପ୍ ରମେ ପୂର୍ବକ ସବୋ କର।
ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ଶିକ୍ଷା ପାଳନ କରେ, ତା'ଠା ରେ ପରମେଶ୍ବରଙ୍କ ପ୍ ରମରେ ଉଦ୍ଦେଶ୍ଯ ସାଧିତ ହାଇେଛି। ଏହିଭଳି ଭାବେ ଆମ୍ଭମାନେେ ପରମେଶ୍ବରଙ୍କର ଅନୁଗମନ କରୁଛୁ ବୋଲି ଜାଣିପାରିବା।
ତୁମ୍ଭମାନେେ ଆରମ୍ଭରୁ ଯାହା ଶିକ୍ଷା ପାଇଛ, ତାହା ପାଳନ କର। ତୁମ୍ଭେ ଯଦି ସହେି ଶିକ୍ଷା ଅନୁଯାଯୀ ଜୀବନ କାଟିବ, ତବେେ ତୁମ୍ଭେ ପିତା ପରମେଶ୍ବର ଓ ପୁତ୍ରଙ୍କଠା ରେ ରହିବ।
କାରଣ ପରମେଶ୍ବରଙ୍କୁ ପ୍ ରମେ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା। ଆଉ ତାହାଙ୍କ ଆଜ୍ଞା ସବୁ ଅତିଶୟ କଠିନ ନୁହେଁ।
ପ୍ରେତ୍ୟକକ ସମୟରେ ସେ ଆମ୍ଭର ମାଗୁଣି ଶୁଣନ୍ତି। ତେଣୁ ଆମ୍ଭେ ତାହାଙ୍କୁ ଯାହା ମାଗୁ, ତାହା ସେ ଦବେେ ବୋଲି ଜାଣୁ।
ପ୍ରିୟ ମହାଶଯା। ମୁଁ ତୁମ୍ଭକୁ କହୁଛି : ଆମ୍ଭେ ସମସ୍ତେ ପରସ୍ପରକୁ ପ୍ ରମେ କରିବା ଉଚିତ। ଏହା ଏକ ନୂତନ ଆଜ୍ଞା ନୁହେଁ। ଏହା ସହେି ଆଜ୍ଞା, ଯାହା ଆମ୍ଭମାନଙ୍କ ନିକଟରେ ଆରମ୍ଭରୁ ଅଛି।