କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:15 · ଓଡ଼ିଆ ବାଇବେଲ
କିନ୍ତୁ ଏପରି କି ଆଜି ଯେତବେେଳେ ଏହି ଲୋକମାନେ ମାଶାଙ୍କେ ନିୟମକୁ ପଢ଼ନ୍ତି, ସହେି ଆବରଣ ହତେୁ ସମାନେେ ଏଥିର ଅର୍ଥ ବୁଝି ପାରନ୍ତି ନାହିଁ।
Cross references
ରେରିତମାନଙ୍କ କାର୍ଯ୍ୟର ବିବରଣ 13:27
ୟିରୂଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚ଼ିହ୍ନି ପାରିଲେ ନାହିଁ। ସମାନେେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକା ରେ ସମାନେେ ଭବିଷ୍ଯଦ୍ବକ୍ତାମାନଙ୍କ ବାକ୍ଯ ସଫଳ କଲେ। ଭବିଷ୍ଯଦ୍ବକ୍ତାମାନଙ୍କର ଏହି ବାକ୍ଯ ସବୁ ପ୍ରତି ବିଶ୍ରାମ ଦିବସ ରେ ପଢ଼ାଯାଏ।