Home Bibles କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:6 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:6 · ଓଡ଼ିଆ ବାଇବେଲ

ଏହି ଲୋକକୁ ତୁମ୍ଭମାନେେ ମିଶି ଯାହା ଦଣ୍ଡ ଦଇେଛ, ତାହା ୟଥେଷ୍ଟ ହେଲାଣି।

Cross references

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:4

ଆମ୍ଭର ପ୍ରଭୁ ଯୀଶୁଙ୍କ ନାମ ରେ ତୁମ୍ଭମାନେେ ଏକତ୍ର ହୁଅ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7:11

ଦେଖ, ଈଶ୍ବରଙ୍କ ଇଚ୍ଛାନୁସା ରେ ତୁମ୍ଭମାନେେ ଏହି ଯେଉଁ ଦୁଃଖ ପାଇଲ ଏହା ତୁମ୍ଭମାନଙ୍କୁ ଉଦ୍ ଯୋଗୀ କରିଛି। ତୁମ୍ଭମାନେେ ଭୁଲ ରେ ନ ଥିଲ ବୋଲି ଏହା ପ୍ରମାଣିତ କରିଛି। ତୁମ୍ଭମାନଙ୍କ ପାଇଁ ଏହା କୋର୍ଧ, ଭୟ ଆଣିଛି, ଏବଂ ଆମ୍ଭ ସହିତ ମିଶିବା ପାଇଁ ତୁମ୍ଭମାନଙ୍କ ଭିତ ରେ ଇଚ୍ଛା ଜାଗ୍ରତ କରିଛି। ଏହା ତୁମ୍ଭମାନଙ୍କୁ ଅଧିକ ସମର୍ପିତ କରିଛି, ଏହା ତୁମ୍ଭମାନଙ୍କୁ ନ୍ଯାୟ ପ୍ରଦାନ କରିଛି। ତୁମ୍ଭମାନେେ ପ୍ରେତ୍ୟକକ କଥା ରେ ପ୍ରମାଣିତ କରି ଦଇେଛି ଯେ, ତୁମ୍ଭମାନେେ ସହେି ସମସ୍ଯାର କୌଣସି ଅଂଶ ପାଇଁ ମଧ୍ଯ ଦୋଷୀ ନ ଥିଲ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13:10

ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତବେେଳେ ମୁଁ ଆ ସେ, ସେତବେେଳେ ଦଣ୍ଡ ଦବୋ ପାଇଁ ମାେତେ ମାେ ଶକ୍ତିର ବ୍ଯବହାର କରିବାକୁ ନ ପଡ଼ୁ। ପରମେଶ୍ବର ମାେତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:20

ଯେଉଁମାନେ ପାପ କରନ୍ତି, ସମାନଙ୍କେୁ ସମାନଙ୍କେର ଭୁଲ ଦଖାଇଦେିଅ। ମଣ୍ଡଳୀର ଲୋକମାନଙ୍କ ସମ୍ମୁଖ ରେ ଏହା କର। ସପରେି କଲେ, ଅନ୍ୟମାନେ ସତର୍କ ହବେେ।

Interlinear

Choose Theme