କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:4 · ଓଡ଼ିଆ ବାଇବେଲ
ସେ ଏପରି ଶୁଣିବାକୁ ପାଇଲେ ୟହା ସେ ବୁଝଇେ ପାରିଲେ ନାହିଁ। ସେ କିଛି ବିଷୟ ଶୁଣିଲେ,
Cross references
ଯିହିଜିକଲ 31:9
ମୁଁ ତାହାକୁ ବହୁ ଶାଖାବିଶିଷ୍ଟ କରି ତାକୁ ରମଣୀଯ କଲି। ଏଣୁ ପରମେଶ୍ବରଙ୍କ ଉଦ୍ୟାନ ଏଦୋନ ରେ ସକଳବୃକ୍ଷ ତାହାକୁ ଇର୍ଷା କଲେ।'
ଲୂକଲିଖିତ ସୁସମାଚାର 23:43
ଯୀଶୁ ତାହାକୁ କହିଲେ, ଶୁଣ! ମୁଁ ଯାହା କହୁଛି ତାହା ସତ୍ଯ। ଆଜି ତୁମ୍ଭେ ମାେ ସହିତ ପାରାଦୀଶ ରେ ପ୍ରବେଶ କରିବ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:7
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍।