Home Bibles ☰ Books ଦିତୀୟ ବଂଶାବଳୀ 9:24 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 9:24 · ଓଡ଼ିଆ ବାଇବେଲ

ପ୍ରତି ବର୍ଷ ସହେି ରାଜାମାନେ ଶଲୋମନଙ୍କ ନିମନ୍ତେ ଉପହାରମାନ ନଇେ ଆସୁଥିଲେ। ସମାନେେ ସୁନା, ରୂପା ଦ୍ରବ୍ଯ, ବସ୍ତ୍ର, ୟୁଦ୍ଧସାଜ, ମଶାଲ, ଅଶ୍ବଗୁଡ଼ିକ ଓ ଖଚରମାନ ଆଣିଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 3:15

ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସଦାପ୍ରଭୁ ସମାନଙ୍କେୁ ରକ୍ଷା କରିବା ପାଇଁ ଉଦ୍ଧାର କର୍ତ୍ତାଙ୍କକ୍ସ୍ଟ ପଠାଇଲେ। ସହେି ଲୋକ ଜଣଙ୍କ ଥିଲେ ଏହୂଦ୍। ଏହକ୍ସ୍ଟଦ୍ ଥିଲେ ବିନ୍ଯାମିନୀଯ ପରିବାରବର୍ଗର ଗରୋର ପକ୍ସ୍ଟତ୍ର। ତାଙ୍କର ବାମହାତ ରେ ୟକ୍ସ୍ଟଦ୍ଧ କରିବା ପାଇଁ ପ୍ରଶିକ୍ଷିତ ହାଇେଥିଲେ। ଇଶ୍ରାୟେଲ ଲୋକମାନେ ତାଙ୍କଦ୍ବାରା ମାୟୋବୀଯର ରାଜା ଇଲ୍ଲୋନଙ୍କ ନିକଟକକ୍ସ୍ଟ ଭଟେି ପଠାଇଲେ।

ପ୍ରଥମ ଶାମୁୟେଲ 10:27

କିନ୍ତୁ କେତେ ଖଳ ବ୍ଯକ୍ତି କହିଲେ, କମେିତି ଏ ଲୋକ ଆମକକ୍ସ୍ଟ ରକ୍ଷା କରିବ? ସମାନେେ ଶାଉଲଙ୍କ ବିରକ୍ସ୍ଟଦ୍ଧ ରେ ଖରାପ କଥା କହିଲେ ଏବଂ ତାଙ୍କ ନିକଟକକ୍ସ୍ଟ ଉପହାର ଆଣିବା ପାଇଁ ବାରଣ କଲେ। କିନ୍ତୁ ଶାଉଲ ନୀରବ ରହିଲେ।

ପ୍ରଥମ ରାଜାବଳୀ 9:14

ପୁଣି ହୀରମ 120 ତୋଳା ସୁନା ସଦାପ୍ରଭୁଙ୍କ ଗୃହ ନିର୍ମାଣ ଉଦ୍ଦେଶ୍ଯ ରେ ଶଲୋମନଙ୍କ ନିକଟକୁ ପଠାଇ ଥିଲେ।

ପ୍ରଥମ ରାଜାବଳୀ 10:10

ସେ (ସ୍ତ୍ରୀ) ରାଜାଙ୍କୁ 120 ତାଲନ୍ତା ସୁବର୍ଣ୍ଣ ଦେଲେ, ସେ (ସ୍ତ୍ରୀ) ମଧ୍ଯ ତାଙ୍କୁ ବହୁ ସୁଗନ୍ଧି ଦ୍ରବ୍ଯ ଓ ରତ୍ନ ଦେଲେ। ଶିବାର ରାଣୀ ଶଲୋମନଙ୍କୁ ଯେଉଁ ପରିମାଣର ସୁଗନ୍ଧି ଦ୍ରବ୍ଯ ଓ ରତ୍ନ ଦେଲେ ଏତେ ପରିମାଣର କହେି ଇଶ୍ରାୟେଲକୁ କବେେ ଦଇେ ନଥିଲେ।

ପ୍ରଥମ ରାଜାବଳୀ 10:25

ପ୍ରତିବର୍ଷ ସାକ୍ଷାତକାରୀମାନେ କିଛିନା କିଛି ଭଟେି ଆଣି ରାଜାଙ୍କୁ ଦଖାେ କରୁଥିଲେ। ସମାନେେ ରୂପାପାତ୍ର, ସୁନାପାତ୍ର , ବସ୍ତ୍ର, ଅସ୍ତ୍ରଶସ୍ତ୍ର, ସୁଗନ୍ଧି ଦ୍ରବ୍ଯ, ଅଶ୍ବ ଓ ଖଚର ଭଟେି ଆଣୁଥିଲେ।

ଦିତୀୟ ବଂଶାବଳୀ 9:9

ଏହାପରେ ଶିବାର ରାଣୀ ରାଜା ଶଲୋମନଙ୍କୁ 120 ତାଳନ୍ତ ସୁନା, ପ୍ରଚୁର ପରିମାଣର ମସଲା ଓ ମୂଲ୍ଯବାନ ପ୍ରସ୍ତରମାନ ପ୍ରଦାନ କଲେ। ଶିବାର ରାଣୀଙ୍କ ପରି କୌଣସି ବ୍ଯକ୍ତି ଶଲୋମନଙ୍କୁ ଏ ପ୍ରକାର ବିରୁଦ୍ଧ ମସଲା ଦଇେ ନ ଥିଲା।

ଦିତୀୟ ବଂଶାବଳୀ 17:11

କେତକେ ପଲେଷ୍ଟୀୟ ଲୋକ ଯିହାଶାଫେଟ୍ଙ୍କ ନିମନ୍ତେ ଉପହାରମାନ ଆଣିଲେ। ଆହୁରି ମଧ୍ଯ ସମାନେେ ୟିହୋଶାଫଟ୍ଙ୍କ ନିମନ୍ତେ ରୂପା ଆଣିଲେ। କେତକେ ଆରବୀଯ ଲୋକ ଯିହାଶାଫେଟ୍ଙ୍କ ନିମନ୍ତେ ପଶୁପଲ ଭଟେୀ ସ୍ବରୂପେ ଆଣିଲେ। ସମାନେେ ତାଙ୍କୁ 7,700 ଗୋଟି ଛଳେି ଓ 7,700 ଗୋଟି ମେଣ୍ଢା ଦେଲେ।

ଆୟୁବ ପୁସ୍ତକ 42:11

ତା'ପରେ ଆୟୁବର ଭାଇମାନେ, ଭଉଣୀମାନେ, ଯେଉଁ ଲୋକମାନେ ଆୟୁବକୁ ଜାଣିଥିଲେ, ସମସ୍ତେ ତା' ଘରକୁ ଆସିଲେ। ସମାନେେ ସମସ୍ତେ ଆୟୁବର ଘ ରେ ଏକ ବଡ଼ ଭୋଜି ରେ ୟୋଗ ଦେଲେ। ସମାନେେ ଆୟୁବକୁ ସାନ୍ତ୍ବନା ଦେଲେ। ସମାନେେ ଦୁଃଖ ପ୍ରକାଶ କଲେ, କାରଣ ପରମେଶ୍ବର ଆୟୁବ ପାଇଁ ବହୁତ କଷ୍ଟ ଦେଲେ। ପ୍ରେତ୍ୟକକ ବ୍ଯକ୍ତି ଆୟୁବକୁ ଖଣ୍ଡେ ରୂପା ଓ ଗୋଟିଏ ସୁନାମୁଦି ପ୍ରଦାନ କଲେ।

ଗୀତସଂହିତା 68:30

ନଳବଣର ସହେି ବନ୍ଯ ପଶୁମାନଙ୍କୁ ଦଣ୍ଡ ଦିଅ। ସହେି ଜାତିଗୁଡ଼ିକର ଷଣ୍ଢଗୁଡ଼ିକୁ ଓ ଗାଈଗୁଡ଼ିକୁ ଆଦେଶ ମାନିବାକୁ ପ୍ରସ୍ତୁତ କରାଅ। ତୁମ୍ଭେ ସହେି ଜାତିଗୁଡ଼ିକୁ ୟୁଦ୍ଧରେ ହରାଇଥିଲ। ବର୍ତ୍ତମାନ ସହେି ଲୋକମାନଙ୍କୁ ତୁମ୍ଭ ପାଇଁ ରୂପା ଆଣିବେ। ସହେି ଜାତିମାନଙ୍କୁ ବିକ୍ଷିପ୍ତ କର, ଯେଉଁମାନେ ୟୁଦ୍ଧକୁ ଭଲ ପାଆନ୍ତି।

ଗୀତସଂହିତା 72:10

ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ। ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭଟେି ଆଣନ୍ତୁ।

Interlinear

Choose Theme