Home Bibles ଦିତୀୟ ବଂଶାବଳୀ 7:22 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 7:22 · ଓଡ଼ିଆ ବାଇବେଲ

ତବେେ ଲୋକମାନେ ଉତ୍ତର ଦଇେ କହିବେ, 'କାରଣ ଲୋକମାନେ ସହେି ସଦାପ୍ରଭୁ ପରମେଶ୍ବରଙ୍କୁ ପରିତ୍ଯାଗ କଲେ, ଯାହାଙ୍କୁ ସମାନଙ୍କେର ପୂର୍ବପୁରୁଷମାନେ ମାନୁଥିଲେ। ସହେି ପରମେଶ୍ବର ହିଁ ସମାନଙ୍କେୁ ମିଶର ଦେଶରୁ ବାହାର କରି ଆଣିଥିଲେ। କିନ୍ତୁ ଇସ୍ରାଯଲରେ ଲୋକମାନେ ଅନ୍ୟ ଲୋକମାନଙ୍କର ଦବେତାମାନଙ୍କୁ ଗ୍ରହଣ କଲେ। ସମାନେେ ଅନ୍ୟ ଦବେତାମାନଙ୍କର ଉପାସନା ଓ ସବୋ କଲେ। ଏଥି ନିମନ୍ତେ ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କ ଉପରେ ଏପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 2:12

ସଦାପ୍ରଭୁ ମିଶରରକ୍ସ୍ଟ ସହେି ଲୋକମାନଙ୍କୁ ଇଶ୍ରାୟେଲକକ୍ସ୍ଟ ଆଣିଥିଲେ। ଏବଂ ସମାନଙ୍କେର ପୂର୍ବପୁରୁଷଗଣ ସଦାପ୍ରଭୁଙ୍କର ସବୋ କରୁଥିଲେ। କିନ୍ତୁ ଏହାପରେ ଇଶ୍ରାୟେଲର ଲୋକମାନେ ମିଥ୍ଯାବାଦୀ ଦବେତାଙ୍କୁ ସବୋ କରିବାକୁ ଲାଗିଲେ, ଯେଉଁମାନେ ସମାନଙ୍କେ ଚତଃପାଶର୍‌ବ ରେ ରହକ୍ସ୍ଟଥିଲେ। ଏହା ସଦାପ୍ରଭୁଙ୍କର କୋରଧ ଉତ୍ପନ୍ନ କଲା।

ଦିତୀୟ ବଂଶାବଳୀ 36:17

ତେଣୁ ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ୟୁବା ଲୋକମାନେ ମନ୍ଦିର ମଧିଅରେ ଥିଲେ ସୁଦ୍ଧା, ବାବିଲର ରାଜା ସମାନଙ୍କେୁ ହତ୍ଯା କଲେ। ସେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ୟୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ଯା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ଯା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ଯା କଲେ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜଯୀ କଲେ।

ଯିରିମିୟ 1:16

ଆଉ ଆମ୍ଭେ ଆପଣା ଲୋକମାନଙ୍କ ବିରୁଦ୍ଧ ରେ ଆମ୍ଭର ବିଚାର ପ୍ରକାଶ କରିବା କାରଣ ସମାନେେ ଦୁଷ୍ଟ ପ୍ରକୃତିର ଲୋକ। ସମାନେେ ଆମ୍ଭକୁ ପରିତ୍ଯାଗ କରିଛନ୍ତି, ସମାନେେ ଅନ୍ୟ ଦବେତାମାନଙ୍କ ନିକଟରେ ଧୂପ ଉତ୍ସର୍ଗ କରିଛନ୍ତି ଓ ଆପଣା ହସ୍ତକୃତ ପ୍ରତିମାଗୁଡ଼ିକ ନିକଟରେ ପ୍ରଣାମ କରିଛନ୍ତି।

ଯିରିମିୟ 22:5

ମାତ୍ର ତୁମ୍ଭେ ଯଦି ଏହିସବୁ କଥା ଶୁଣିବ ନାହିଁ, ତବେେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମ ରେ ଶପଥ କରି କହୁଅଛୁ ଏହି ଗୃହ ଧ୍ବଂସ ସ୍ତୁପ ରେ ପରିଣତ ହବେ।

ଯିରିମିୟଙ୍କ ବିଳାପ 2:16

ତୁମ୍ଭର ସମସ୍ତ ଶତ୍ରୁ ତୁମ୍ଭକୁ ପରିହାସ କରନ୍ତି। ସମାନେେ ଗ୍ରୀସ୍ ଶବ୍ଦ ଓ ଦାନ୍ତ କଡ଼ମଡ଼ କରି କହନ୍ତି, ଆମ୍ଭମାନେେ ତାକୁ ଗ୍ରାସ କରିଅଛୁଁ, ଆମ୍ଭମାନେେ ଏହି ଦିନକୁ ଅପେକ୍ଷା କରିଥିଲୁ, ଏହି ଦିନକୁ ଆମ୍ଭମାନେେ ଆଶା କରିଥିଲୁ, ତାହା ପାଇଲୁ ଓ ଦେଖିଲୁ।

ଯିରିମିୟଙ୍କ ବିଳାପ 4:13

ଏହା ଘଟିଲା, କାରଣ ୟିରୁଶାଲମର ଯାଜକଗଣ ଓ ଭବିଷ୍ଯଦ୍ ବକ୍ତାଗଣ ପାପ କଲେ। ଏବଂ ସମାନେେ ତାଙ୍କ ସତ୍ ଲୋକମାନଙ୍କର ରକ୍ତପାତ କଲେ।

ଯିହିଜିକଲ 14:23

ସମାନଙ୍କେର ଆଚାର, ବ୍ଯବହାର ଓ କ୍ରିଯାକଳାପ ତୁମ୍ଭମାନେେ ଦେଖିବ ଓ ହୃଦବୋଧ କରିବ ଯେ ମୁଁ ସମାନଙ୍କେ ବିରୁଦ୍ଧ ରେ ଓ ୟିରୁଶାଲମ ବିରୁଦ୍ଧ ରେ ଯାହାସବୁ କରିଅଛି, ଯଥାର୍ଥ ଥିଲା। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

ଯିହିଜିକଲ 36:17

ହେ ମନୁଷ୍ଯ ପୁତ୍ର, ଯେତବେେଳେ ଇଶ୍ରାୟେଲୀୟମାନେ ସମାନଙ୍କେର ନିଜ ଦେଶ ରେ ବାସ କଲେ, ଇଶ୍ରାୟେଲର ପରିବାର ସମାନଙ୍କେର କୁକର୍ମ ଦ୍ବାରା ତାହାକୁ ଅଶୁଚି କଲେ। ସମାନଙ୍କେର ଆଚରଣ ସ୍ତ୍ରୀ ଲୋକମାନଙ୍କର ଋତୁକାଳୀନ ଅଶୌଚ ତୁଲ୍ଯ ଥିଲା।

ଦାନିଏଲ 9:12

ତାଙ୍କ କାରଣରୁ ଆମ୍ଭମାନଙ୍କୁ ଓ ଯେଉଁମାନେ ଆମ୍ଭଙ୍କୁ ବିଗ୍ଭର ଦେଲେ, ସମାନଙ୍କେ ବିରୁଦ୍ଧ ରେ ମହା ଅମଙ୍ଗଳ ଘଟାଇଛନ୍ତି। ଏହି କାରଣରୁ କୌଣସି ନଗର ୟିରୁଶାଲମ ପରି ଦୁଃଖ ଭୋଗ କରିନାହିଁ।

Interlinear

Choose Theme