Home Bibles ଦିତୀୟ ବଂଶାବଳୀ 6:35 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 6:35 · ଓଡ଼ିଆ ବାଇବେଲ

ସ୍ବର୍ଗ ରେ ଥାଇ ସମାନଙ୍କେର ପ୍ରାର୍ଥନା ଶୁଣ। ସମାନେେ ସାହାୟ୍ଯ ପାଇଁ ଅନୁ ରୋଧ କରିବା ସମୟରେ ସମାନଙ୍କେ ବୀନତି ଶୁଣ। ଆଉ, ସମାନଙ୍କେୁ ସାହାୟ୍ଯ କର।

Cross references

ଗୀତସଂହିତା 9:3

ଯେତବେେଳେ ସମାନେେ ମାଠାରୁେ ଦୌଡ଼ି ପଳାଇବା ପାଇଁ ବୁଲି ପଡ଼ିଲେ, ମାରେ ଶତ୍ରୁମାନେ ତୁମ୍ଭ ସାକ୍ଷାତରେ ଧ୍ବଂସ ହେଲେ।

ଯିଶାଇୟ 37:21

ତା'ପ ରେ ଆମାେସଙ୍କ ପୁତ୍ର ଯିଶାଇୟ ହିଜକିଯ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ। ସେ କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କୁହନ୍ତି, 'ତୁମ୍ଭେ ଅଶୂରର ରାଜା ସନ୍ ହରେୀବ ବିରୁଦ୍ଧ ରେ ଆମ୍ଭ ନିକଟରେ ପ୍ରାର୍ଥନା କର।'

ଯିରିମିୟ 5:28

ସମାନେେ ଅଧିକରୁ ଅଧିକ ମାଟୋ ହୁଅନ୍ତି ଏବଂ ଦୁଷ୍କର୍ମ କରିବାର ସୀମା ପାର କରି ୟାଆନ୍ତି। ସମାନେେ ଅନାଥମାନଙ୍କର ମକଦ୍ଦମା ରେ ନ୍ଯାଯୋଚିତ ବିଚାର କରନ୍ତି ନାହିଁ, କାଳେ ଅନାଥମାନେ ଉନ୍ନତି କରିପାରନ୍ତି। ସମାନେେ ଗରିବମାନଙ୍କର ଅଧିକାର ପାଇଁ ପ୍ରତିପକ୍ଷ କରନ୍ତି ନାହିଁ।

ଦାନିଏଲ 9:17

ଏଣୁ ବର୍ତ୍ତମାନ ହେ ସଦାପ୍ରଭୁ, ତୁମ୍ଭ ଦାସର ପ୍ରାର୍ଥନା ଗ୍ରହଣ କର। ତୁମ୍ଭର ପବିତ୍ର ସ୍ଥାନକୁ କରୁଣା ସହକା ରେ ଦେଖ। ତୁମ୍ଭର ନିଜର ଖ୍ଯାତି ପାଇଁ ଏହା କର।

Interlinear

Choose Theme