Home Bibles ଦିତୀୟ ବଂଶାବଳୀ 5:9 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 5:9 · ଓଡ଼ିଆ ବାଇବେଲ

ସହେି ଖମ୍ବଗୁଡ଼ିକ ଏତେ ଲମ୍ବା ଥିଲା ଯେ ପବିତ୍ର ତମ୍ବୁ ସ୍ଥାନର ସମ୍ମୁଖରୁ ତାହାର ଦୁଇପାଶର୍‌ବ ଦଖାଯାେଉଥିଲା। କିନ୍ତୁ ମନ୍ଦିର ସମ୍ମୁଖରୁ କୌଣସି ବ୍ଯକ୍ତି ସହେି ଖମ୍ବଗୁଡ଼ିକୁ ଦେଖିପାରୁ ନ ଥିଲେ। ଆଜି ମଧ୍ଯ ସହେି ଖମ୍ବଗୁଡ଼ିକ ସହେି ସ୍ଥାନ ରେ ରହିଅଛି।

Cross references

ପ୍ରଥମ ରାଜାବଳୀ 8:8

ଆଉ ସହେି ସାଙ୍ଗୀ ଏତେ ଦୀର୍ଘ ଥିଲା ଯେ ତାହାର ଅଗ୍ରଭାଗ ମହାପବିତ୍ର ସ୍ଥାନ ସମ୍ମୁଖ ରେ ଥିବା ପବିତ୍ର ସ୍ଥାନରୁ ଦଖାେ ଯାଉଥିଲା, ମାତ୍ର ଏହି ବାହାରୁ ଦଖାେ ଯାଉ ନ ଥିଲା। ସହେି ସ୍ତମ୍ଭ ଆଜି ପର୍ୟ୍ଯନ୍ତ ସଠାେରେ ଅଛି।

Interlinear

Choose Theme