କିନ୍ତୁ ନଖୋ, ଯୋଶିୟଯଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସମାନେେ କହିଲେ ଯିହୁଦାର ରାଜା, ଏହି ୟୁଦ୍ଧ ତୁମ୍ଭର ସମସ୍ଯା ନୁହେଁ। ମୁଁ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସି ନାହିଁ। ମୁଁ ମାରେ ନିଜ ଶତ୍ରୁମାନଙ୍କ ସହିତ ୟୁଦ୍ଧ କରିବାକୁ ଆସିଅଛି। ପରମେଶ୍ବର ମାେତେ ତ୍ବରାନ୍ବିତ କଲେ। ପରମେଶ୍ବର ମାରେ ସପକ୍ଷ ରେ ଅଛନ୍ତି। ତେଣୁ ମାେତେ ହଇରାଣ କର ନାହିଁ। ଯଦି ତୁମ୍ଭେ ମାେ' ବିରୁଦ୍ଧ ରେ ୟୁଦ୍ଧ କର, ପରମେଶ୍ବର ତୁମ୍ଭକୁ ବିନଷ୍ଟ କରିବେ।
Cross references
କିନ୍ତୁ ରାଜା କହିଲେ, ସରକ୍ସ୍ଟଯାର ପକ୍ସ୍ଟତ୍ରମାନେ, କାହିଁକି ତୁମ୍ଭମାନେେ ମାେ ବିଷଯ ରେ ଅନ୍ୟଥା ଚର୍ଚ୍ଚା କରୁଛ? ଶିମଯି ମାେତେ ଅଭିଶାପ ଦେଉଛି, କିନ୍ତୁ ସଦାପ୍ରଭୁ ତାକକ୍ସ୍ଟ କହିଛନ୍ତି, ମାେତେ ଅଭିଶାପ ଦବୋ ପାଇଁ। ଏବଂ କିଏ ସଦାପ୍ରଭୁଙ୍କୁ ପ୍ରଶ୍ନ କରିପାରିବ, ଜିନିଷଗକ୍ସ୍ଟଡିକ ବିଷଯ ରେ ସେ କରନ୍ତି?
ସଦାପ୍ରଭୁଙ୍କ ବିନା ମୁଁ ଏ ଦେଶ ଧଂସ କରିବାକୁ ଆସି ନାହିଁ। ସଦାପ୍ରଭୁ ମାେତେ କହିଲେ, ଏହି ଦେଶ ବିରୁଦ୍ଧ ରେ ୟାଅ ଓ ତାକୁ ଧ୍ବଂସ କର!
ତୁମ୍ଭେ ନିଜକୁ କହିଲା, 'ମୁଁ ଇଦୋମକୁ ପରାଜିତ କରିଦଲେି !' ତୁମ୍ଭେ ଗର୍ବୀ ଓ ଅତ୍ଯନ୍ତ ଦର୍ପୀ। କିନ୍ତୁ ତୁମ୍ଭେ ଗୃହ ରେ ରହିବା ଉଚିତ୍। ତୁମ୍ଭର ଦୁର୍ଭାଗ୍ଯ ଭୋଗିବା ଦରକାର ନାହିଁ। ଯଦି ତୁମ୍ଭେ ମାେ ସହିତ ୟୁଦ୍ଧ କରିବ, ତବେେ ତୁମ୍ଭେ ଓ ଯିହୁଦା ନଷ୍ଟ ହବେ।
ବର୍ତ୍ତମାନ ତୁମ୍ଭେ କ'ଣ ଭାବୁଛ ମୁଁ ସଦାପ୍ରଭୁଙ୍କ ବିନା ସାହାୟ୍ଯ ରେ ଏହି ସ୍ଥାନକୁ ଧ୍ବଂସ କରିପାରିବ ? ସଦାପ୍ରଭୁ ମାେତେ କହିଲେ, ଏହି ଦେଶ ବିରୁଦ୍ଧ ରେ ୟାଇ ତାହା ଧ୍ବଂସ କର।
ସମାନଙ୍କେ ନିମନ୍ତେ କହେି ସହେି ବାଟେ ଯାଇପାରୁ ନଥିଲେ। ସମାନେେ ପାଟିକରି କହିଲେ, ହେ ପରମେଶ୍ବରଙ୍କ ପୁତ୍ର! ତୁମ୍ଭେ ଆମ୍ଭଠାରୁ କ'ଣ ଚାହୁଁଛ? ଉପୟୁକ୍ତ ସମୟ ପୂର୍ବରୁ ତୁମ୍ଭେ କ'ଣ ଆମ୍ଭକୁ ଦଣ୍ଡ ଦବୋପାଇଁ ଆସିଛ?
ଯୀଶୁ ଉତ୍ତର ଦେଲେ, ପ୍ରିୟ ନାରୀ, କ'ଣ କରିବାକୁ ହବେ, ଏହା ତୁମ୍ଭେ ମାେତେ କହିବା ଉଚିତ ନୁହେଁ। ମାରେ ସମୟ ଏପର୍ୟ୍ଯନ୍ତ ଆସି ନାହିଁ।