Home Bibles ☰ Books ଦିତୀୟ ବଂଶାବଳୀ 35:18 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 35:18 · ଓଡ଼ିଆ ବାଇବେଲ

ଭବିଷ୍ଯତ୍ବକ୍ତା ଶାମୁଯଲଙ୍କେ ସମୟଠାରୁ ନିସ୍ତାରପର୍ବ ଆଉ କବେେ ହେଲେ ଏହିପରି ଭାବରେ ପାଳିତ ହାଇେ ନ ଥିଲା। ଇଶ୍ରାୟେଲର କୌଣସି ରାଜା କବେେ ହେଲେ ଏହିପରି ଭାବରେ ନିସ୍ତାରପର୍ବ ପାଳି ନ ଥିଲେ। ରାଜା ଯୋଶିୟଯ, ଯାଜକମାନେ, ଲବେୀୟମାନେ ଏବଂ ୟିରୁଶାଲମର ସମସ୍ତ ଲୋକଙ୍କ ସହିତ ସଠାେରେ ଥିବା ଯିହୁଦା ଓ ଇଶ୍ରାୟେଲର ଲୋକମାନେ ଏକ ବିଶଷେ ପ୍ରକା ରେ ନିସ୍ତାରପର୍ବର ଉତ୍ସବ ପାଳନ କଲେ।

Cross references

ଦିତୀୟ ରାଜାବଳୀ 23:21

ତା'ପରେ ଯୋଶିୟ ରାଜା ସମସ୍ତ ଲୋକଙ୍କୁ ଆଦେଶ ଦେଲେ, ଏହି ନିଯମ ପୁସ୍ତକର ୟୁକ୍ତିନୁସା ରେ ତୁମ୍ଭର ପରମେଶ୍ବର ସଦାପ୍ରଭୁଙ୍କର ସମ୍ମାନାର୍ଥେ ନିସ୍ତାର ପର୍ବ ପାଳନ କର।

ଦିତୀୟ ବଂଶାବଳୀ 30:5

ତେଣୁ ସମାନେେ ବେର୍ଶବୋ ସହରଠାରୁ ଦାନ ସହର ପର୍ୟ୍ଯନ୍ତ ଇଶ୍ରାୟେଲର ପ୍ରେତ୍ୟକକ ସ୍ଥାନ ରେ ଏକ ଘାଷେଣା କଲେ। ସମାନେେ ଲୋକମାନଙ୍କୁ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିବା ପାଇଁ ୟିରୁଶାଲମକୁ ଆସିବାକୁ କହିଲେ। ମାଶାଙ୍କେ ଦତ୍ତ ବ୍ଯବସ୍ଥା ନିଯମ ରେ ଯେଉଁ ପ୍ରକାର ଭାବେ ନିସ୍ତାର ପର୍ବ ପାଳନ କରିବାକୁ କୁହାୟାଇଅଛି, ସେ ପ୍ରକାର ଭାବ ଇଶ୍ରାୟେଲର ବହୁତ ସଂଖ୍ଯକ ଲୋକ ଅନକେ ବର୍ଷ ଧରି ପାଳନ କରି ନ ଥିଲେ।

ଦିତୀୟ ବଂଶାବଳୀ 30:26

ତେଣୁ ୟିରୁଶାଲମ ରେ ମହାଆନନ୍ଦ ହେଲା। ଇଶ୍ରାୟେଲର ରାଜା ଦାଉଦଙ୍କ ପୁତ୍ର ଶଲୋମନଙ୍କ ସମୟରେ ଏପରି ଆନନ୍ଦ ଉତ୍ସବ ହାଇେଥିଲା, ଆଉ କବେେ ହେଁ ହାଇେ ନ ଥିଲା।

Interlinear

Choose Theme