ଦିତୀୟ ବଂଶାବଳୀ 35:16 · ଓଡ଼ିଆ ବାଇବେଲ
ତେଣୁ ରାଜା ଯୋଶିୟଙ୍କ ଆଦଶାେନୁୟାଯୀ ସଦାପ୍ରଭୁଙ୍କ ଉପାସନା ନିମନ୍ତେ ସହେିଦିନ ସମସ୍ତ କାର୍ୟ୍ଯ କରାଗଲା। ନିସ୍ତାରପର୍ବ ପାଳିତ ହେଲା ଓ ହାମବେଳି ଉପହାରସବୁ ସଦାପ୍ରଭୁଙ୍କ ୟଜ୍ଞବଦେୀ ଉପରେ ଉତ୍ସର୍ଗୀକୃତ ହେଲା।
Cross references
ଆଦି ପୁସ୍ତକ 45:21
ତେଣୁ ଇଶ୍ରାୟେଲର ପୁତ୍ରମାନେ ସହେିପରି କଲେ। ଫାରୋ କହିବା ଅନୁସାରେ ଯୋଷଫେ ସମାନଙ୍କେୁ ଉତ୍ତମ ଶକଟମାନ ଦେଲେ। ତାଙ୍କର ୟାତ୍ରା ପାଇଁ ଆବଶ୍ଯକ ଦ୍ରବ୍ଯମାନ ମଧ୍ଯ ଦେଲେ।